ପୁରୀ ହେବ ମହାନଗର ନିଗମ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ସମ୍ବିତ ପାତ୍ର
ରାଜ୍ୟ ବିଜେପି ସଭାପତି ପଦ ପାଇଁ ୬ରେ ବିଜ୍ଞପ୍ତି, ୮ରେ ମତଦାନ
ବିଜେପିକୁ ମିଳିବ ପ୍ରଥମ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍ଷ ! ଦୌଡରେ ୩ ବଡ ନେତ୍ରୀଙ୍କ ନାମ
ଜଗନ୍ନାଥ ପ୍ରଧାନ ଗିରଫ ନ ହେବା ପର୍ଯ୍ୟନ୍ତ ଓଏଏସ ସଂଘର ଧର୍ମଘଟ ଜାରି ରହିବ: ସଂଘ ସଭାପତି
OAS ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ
ପାର୍ଟି କାର୍ଯ୍ୟାଳୟରୁ ଘରକୁ ଫେରିଲେ ଜଗନ୍ନାଥ ପ୍ରଧାନ, ଗିରଫଦାରୀ ନେଇ ସସପେନ୍ସ ଜାରି
କଂଗ୍ରେସ ନେତା ଭାରତର ଏହି ରାଜ୍ୟକୁ କହିଲେ ପଡୋଶୀ ଦେଶ, କହିଲେ-ପାଟି ଖସିଗଲା
ଡିକେ ଶିବକୁମାରଙ୍କୁ ସିଦ୍ଧରମୈୟାଙ୍କ ଜବାବ, କହିଲେ-ସିଏମ ତ ପୂରା ୫ ବର୍ଷ ରହିବି
ଆଉ ଏକ ରାଜ୍ୟରେ ବଢିଲା କଂଗ୍ରେସର କନ୍ଦଳ, ସଭାପତି ବିରୋଧରେ ବିଦ୍ରୋହ; ଦିଲ୍ଲୀ ଅଭିମୁଖେ ନେତା
ଜୁଲାଇ ୯ରେ ନୁହେଁ ୧୧ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ଖଡ଼ଗେ
ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥ ପ୍ରଧାନ, ଆଣିଲେ ସଙ୍ଗୀନ ଅଭିଯୋଗ
ଅନୁଷ୍କାଙ୍କ ଘରେ ୬ ଘଣ୍ଟା ରହିଥିଲେ, ଖାଦ୍ୟ ମଧ୍ୟ ଖାଇଥିଲେ ତେଜ ପ୍ରତାପ
କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଲା ରାଜନୀତି, ଶିବକୁମାର ଗୋଷ୍ଠୀ କହିଲେ- ୧୦୦ ବିଧାୟକ ଆମ ସାଥୀରେ
ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା : ଦୃଢ଼ ନିନ୍ଦା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ସିଏମ ପଦ ଛାଡିବେ ସିଦ୍ଧରମୈୟା ଓ ଶିବକୁମାର ଆସିବେ, ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡିଲେ ଖଡଗେ
ତେଲେଙ୍ଗାନା ବିଜେପି ସଭାପତି ଘୋଷଣା ଖୁବଶୀଘ୍ର, କେବଳ ଜଣେ ପ୍ରତିତ୍ୱନ୍ଦୀ ଏନ୍. ରାମଚନ୍ଦ୍ର ରାଓ
ପୁରୀ ଅଘଟଣ ପାଇଁ ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ
୪୦ ବର୍ଷର ବୈବାହିକ ସଂସାର ଭାଙ୍ଗି, ହନିମୁନରୁ ଫେରି ମୋ ସହ ଲଢିବାକୁ ଆସିଗଲେ, ମହୁଆକୁ ନେଇ ଟିଏମସିରେ ହଙ୍ଗାମା
ଯଦି ପୁଣି ଥରେ ଉତ୍ତେଜନା ସୃଷ୍ଟି ହୁଏ, ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ: ଶଶି ଥରୁର
ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି, ଯେଉଁମାନେ ରାଜନୀତି କରୁଛନ୍ତି ଭୋଗିବେ
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା : ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ
ହାଫିଜ ସଈଦ ଓ ମସୁଦ ଅଜହରକୁ ହସ୍ତାନ୍ତର କରିବାକୁ ପାକିସ୍ତାନ ପ୍ରସ୍ତୁତ, କିନ୍ତୁ...
ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ , ପଛରେ ଆସୁଛନ୍ତି ଭାଇ ଭଉଣୀ
ଇରାନର ପ୍ରତିଶୋଧ ପାଇଁ ବଳି ପଡ଼ୁଛି ବାଲୁଚ୍; ଇସ୍ରାଏଲୀ ଗୁପ୍ତଚର ନ ମିଳିବାରୁ ନିରୀହ ଲୋକଙ୍କ ଉପରେ ଆକ୍ରମଣ, ଜଣେ ମହିଳା ସମେତ ୧୨ ମୃତ