ଯାନବାହାନ ମାଲିକମାନେ ଏବେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ସହଜରେ ସେମାନଙ୍କର FASTagଗୁଡ଼ିକୁ ପୋର୍ଟ କରିପାରିବେ। ଏହି ସୁବିଧା ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସହିତ ସମାନ ହେବ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଶୁକ୍ରବାର ଦିନ 'ୱାନ୍ ଟ୍ୟାଗ୍' ଫ୍ରେମୱାର୍କ ଲଞ୍ଚ କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏୟାରଟେଲ୍ ପେମେଣ୍ଟସ୍ ବ୍ୟାଙ୍କ ସମେତ ପ୍ରାୟ ଏକ ଡଜନ ପ୍ରମୁଖ ବ୍ୟାଙ୍କ ଏଥିରେ ସାମିଲ ହୋଇଛନ୍ତି।
Read More >