ରୁଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନିତ ହେଲେ ମୋଦୀ ଖବର ଓଡ଼ିଶା:୦୯/୦୭/୨୦୨୪ Share story: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ରୁଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନ । ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ ।ସର୍ବୋଚ୍ଚ ନାଗରିକ ସମ୍ମାନ 'ଦ ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରିଉ ଦ ଆପୋଷ୍ଟେଲ' ସମ୍ମାନିତ ହେଲେ ପିଏମ ମୋଦୀ । Smitanjali Routray, Author, 09-07-2024 2:04PM