ସମଗ୍ର ଉତ୍ତର ଭାରତ ପ୍ରବଳ ଗରମରେ ଜର୍ଜରିତ ହେଉଛି। ଗୁରୁବାର ଦିନ ଲଗାତାର ପଞ୍ଚମ ଦିନ ପାଇଁ ଉତ୍ତର ପ୍ରଦେଶର ବାନ୍ଦା ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବରେ ରଚଛି, ଯାହାର ତାପମାତ୍ରା ୪୭.୬ ଡିଗ୍ରୀ ସେଲସିୟସ୍ ଥିଲା। ଚିନ୍ତାର ବିଷୟ ହେଉଛି ଅତ୍ୟଧିକ ତାପମାତ୍ରା ଏବଂ ପ୍ରଚଣ୍ଡ ଗରମ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।
Read More >