ହିନ୍ଦୁ ଦେବଦେବୀ ଏବଂ ବୀର ସାଭରକରଙ୍କ ବିରୋଧରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟ କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକା ରାଣା ଆୟୁବଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଦାଲତ ଏହି ମାମଲାକୁ ଗମ୍ଭୀର ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୋଲି ଦର୍ଶାଇ କେନ୍ଦ୍ର ସରକାର, ଦିଲ୍ଲୀ ପୋଲିସ ଏବଂ 'X' (ଟ୍ୱିଟର) କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ଏପ୍ରିଲରେ ହେବ।
Read More >