ଦୁନିଆର ସବୁଠାରୁ ଖୁସି ଦେଶମାନଙ୍କର ତାଲିକା ପ୍ରକାଶ ପାଇଛି। 'ୱାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ ୨୦୨୬' ରେ ୧୪୭ଟି ଦେଶ ସାମିଲ ହୋଇଛନ୍ତି। ଏହି ତାଲିକାରେ ଭାରତ ୧୧୬ତମ ସ୍ଥାନରେ ରହିଛି, ଯାହା ୨୦୨୫ରେ ୧୧୮ତମ ସ୍ଥାନରେ ଥିଲା। ଜାଣନ୍ତୁ, ଦୁନିଆର ଟପ୍ ୧୦ଟି ସବୁଠାରୁ ଅସନ୍ତୁଷ୍ଟ ଦେଶ କେଉଁଗୁଡ଼ିକ।
Read More >