ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଗୁରୁବାର ଦେଶର ଶ୍ରେଷ୍ଠ କଲେଜ ତାଲିକା ଏନଆଇଆରଏଫ ୨୦୨୫ ରାଙ୍କିଙ୍ଗ ଜାରି କରିଛି । ଆଇଆଇଟି ମାଦ୍ରାସ ସବୁ ବର୍ଗରେ ଏବଂ ଇଞ୍ଜିନିୟରିଂ କାଟାଗୋରୀରେ ଶୀର୍ଷ ସ୍ଥାନ ହାସଲ କରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି । ସବୁ କାଟାଗୋରୀରେ ଟପ୍ ୧୦ରେ ଆଇଆଇଟି ପ୍ରତିଷ୍ଠାନର ଦବଦବା ରହିଛି । ଟପ୍ ୧୦ ଇନଷ୍ଟିଚ୍ୟୁଟରେ ୬ଟି ଆଇଆଇଟି ଇନଷ୍ଟିଚ୍ୟୁଟ୍ ସାମିଲ । ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ବେଙ୍ଗାଲୁରୁ ରହିଛି ।
ଏନଆଇଆରଏଫର ରାକିଙ୍ଗରେ ମୋଟ୍ ୧୭ଟି ବର୍ଗ ଜାରି କରାଯାଇଛି । ଏଥିରେ ଓଭରଅଲ, ୟୁନିଭର୍ସିଟି, କଲେଜ, ରିସର୍ଚ୍ଚ ସଂସ୍ଥା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ମେଡିକାଲ, ଡେଣ୍ଟାଲ, ଲ, ଆର୍କିଟକେଚର ଆଣ୍ଡ ପ୍ଲାନିଂ, ଏଗ୍ରିକଲଚର ଆଣ୍ଡ ଅଲାଏଡ ସେକ୍ଟର, ଇନୋଭେସନ ଓପନ ୟୁୁନିଭର୍ସିଟିି, ସ୍କିଲ ୟୁନିଭର୍ସିଟି, ସ୍କିଲ ୟୁନିଭର୍ସିଟି, ଷ୍ଟେଟ ପବ୍ଲିକ ୟୁନିଭର୍ସିଟି ଓ ସଷ୍ଟେନେବିଲିଟି ସାମିଲ ।
ଟପ୍-୧୦ ଇନଷ୍ଟିଚ୍ୟୁଟ- ସବୁ ବର୍ଗ
୧ - ଆଇଆଇଟି, ମାଦ୍ରାସ
୨ - ଆଇଆଇଏସସି, ବେଙ୍ଗାଲୁରୁ
୩ - ଆଇଆଇଟି, ବମ୍ବେ
୪ - ଆଇଆଇଟି, ଦିଲ୍ଲୀ
୫ - ଆଇଆଇଟି, କାନପୁର
୬ - ଆଇଆଇଟି, ଖଡଗପୁର
୭ - ଆଇଆଇଟି, ରୁରକି
୮ – ଏମ୍ସ, ଦିଲ୍ଲୀ
୯ – ଜବାହରଲାଲ ନେହରୁ ୟୁନିଭର୍ସିଟି, ଦିଲ୍ଲୀ
୧୦ – ବନାରସ ହିନ୍ଦୁ ୟୁନିଭର୍ସିଟି, ବାରାଣସୀ
ଟପ୍-୧୦ ୟୁନିଭର୍ସିଟି
ଆଇଆଇଏସସି, ବେଙ୍ଗାଲୁରୁ
ଜେଏନୟୁ, ଦିଲ୍ଲୀ
ମଣିପାଲ ଉଚ୍ଚ ଶିକ୍ଷା ଏକାଡେମୀ, ମଣିପାଲ
ଜାମିଆ ମିଲିଆ ଇସଲାମିଆ, ନୂଆଦିଲ୍ଲୀ
ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ
ବିଏଚୟୁ, ବାରାଣସୀ
ବିଟ୍ସ, ପିଲାନୀ
ଅମୃତା ବିଶ୍ୱ ବିଦ୍ୟାପୀଠମ, କୋଏମ୍ବାଟୁର
ଯାଦବପୁର ବିଶ୍ୱ ବିଦ୍ୟାଳୟ, କୋଲକାତା
ଅଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟ, ଅଲିଗଡ
ଟପ-୧୦ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ
ଆଇଆଇଟି, ମାଦ୍ରାସ
ଆଇଆଇଟି, ଦିଲ୍ଲୀ
ଆଇଆଇଟି, ବମ୍ବେ
ଆଇଆଇଟି, କାନପୁର
ଆଇଆଇଟି, ଖଡଗପୁର
ଆଇଆଇଟି, ରୁରକି
ଆଇଆଇଟି, ହାଇଦ୍ରାବାଦ
ଆଇଆଇଟି, ଗୌହାଟୀ
ଏନଆଇଟି, ତିରୁଚିରାପଲ୍ଲୀ
ଆଇଆଇଟି, ବିଏଚୟୁ
ଟପ୍ ୧୦ ଶ୍ରେଷ୍ଠ କଲେଜ
୧ - ହିନ୍ଦୁ କଲେଜ, ଦିଲ୍ଲୀ
୨ – ମିରାଣ୍ଡା ହାଉସ, ଦିଲ୍ଲୀ
୩ – ହଂସରାଜ କଲେଜ, ଦିଲ୍ଲୀ
୪ – କିରୋଡିମଲ କଲେଜ, ଦିଲ୍ଲୀ
୫ – ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀ
୬ – ରାମକୃଷ୍ଣ ମିଶନ ବିବେକାନନ୍ଦ ସେଣ୍ଟନାରୀ କଲେଜ, କୋଲକାତା
୭ - ଆତ୍ମା ରାମ ସନାତନ ଧର୍ମ କଲେଜ, ଦିଲ୍ଲୀ
୮ – ସେଣ୍ଟ ଜାଭିୟର୍ସ କଲେଜ, କୋଲକାତା, ଲୋୟୋଲା କଲେଜ, ଚେନ୍ନାଇ
୯ - ପିଏସଜିଆର କୃଷ୍ଣମ୍ମଲ ମହିଳା କଲେଜ, କୋଏମ୍ବାଟୁର
୧୦ - ପିଏସଜି କଲେଜ ଅଫ ଆର୍ଟସ ଆଣ୍ଡ ସାଇନ୍ସ, କୋଏମ୍ବାଟୁର