ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ କ୍ଷତିକାରକ ହୋଇପାରେ ମାନସିକ ବିସାଦ
Khabar Odisha:lifestyle-Odisha-Tension-may-Dengerious-for-Pregnent-woman
ଭୁବନେଶ୍ୱର, ଜୁନ ୧୧(ଖବର ଓଡ଼ିଶା):

ଗର୍ଭାବସ୍ଥାରେ ମହିଳାମାନେ ବେଳେବେଳେ ଚିନ୍ତାରେ ରହିଥିବା ନଜରକୁ ଆସନ୍ତି । 

ଗର୍ଭଧାରଣ କରିଥିବା ସମୟରେ ମହିଳାମାନେ ବିସାଦରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥା ସମୟରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ଘଟୁଥିବା କାରଣରୁ ମାନସିକ ଚାପ କ୍ଷତିକାରକ ହୋଇଥାଏ । ଯାହା ଦ୍ୱାରା ଶିଶୁ ଜନ୍ମ ହେବା ପରେ ମଧ୍ୟ ବେଳେ ବେଳେ ଅବସାଦର ଣିକାର ହେବାକୁ ପଡ଼ିଥାଏ ।

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଅଧିକ ଚିନ୍ତା କରିବା କାରଣରୁ ସେମାନଙ୍କ ଛୁଆକୁ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଚିନ୍ତା କାରଣରୁ ବେଳେବେଳେ ସେମାନଙ୍କ ରକ୍ତଚାପରେ ସନ୍ତୁଳନ ରୁହେନାହିଁ । ଯାହା ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

  • Tags:

Subscribe

National International State Sports Entertainment