ଗୁପ୍ତତଥ୍ୟ ଚୋରୀ ପାଇଁ ହୀନ ଚକ୍ରାନ୍ତ କରୁଛି ଚୀନ, ହାଇ ଆଲର୍ଟରେ ଭାରତୀୟ ସେନା
Khabar Odisha:chinaspying-indian-army-lac-intelligence-agency-High-alert-Indian-army
ନୂଆଦିଲ୍ଲୀ, ଜାନୁଆରୀ 23 (ଖବର ଓଡିଶା) :

ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି  । ହୀନ ଚକ୍ରାନ୍ତରୁ ସୁଧୁରୁନି ଚୀନ  ।  ବର୍ତ୍ତମାନ ଭାରତୀୟ ସେନା ସମ୍ପର୍କରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ଚୀନ  ।  ଲଦାଖ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲବିଷୟରେ ଗୁପ୍ତ ସୂଚନା ପାଇବା ପାଇଁ ଚୀନ ଚାଲ କରୁଛି ।  ହାଇ ଆଲର୍ଟରେ ଭାରତୀୟ ସେନା  ।

LAC ରେ ଭାରତୀୟ ସେନାର ଗତିବିଧି ଉପରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛି ଚୀନ  । ଭାରତୀୟ ଗୁଇନ୍ଦା ବିଭାଗ କରାକୋରାମ ନିକଟରେ ,ପାଙ୍ଗଙ୍ଗ ନଦୀ କୂଳରେ, ସିକ୍କିମ  ଏବଂ ଅରୁଣାଚଳର LAC ରେ ସମସ୍ତ କାର୍ଯ୍ୟକଳାପର ସୂଚନା ସଂଗ୍ରହ କରିବାରେ ସକ୍ଷମ ହେଉଛି ଚୀନ   ଚୀନର ଏହି କୁଟ ଉଦ୍ୟମ ବିଷୟରେ ଜାତୀୟ ସୁରକ୍ଷା ସହିତ ଜଡିତ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି 

  • Tags:

Subscribe

National International State Sports Entertainment