ଯୁଦ୍ଧ ବନ୍ଦ କରିବା ପାଇଁ ଇରାନକୁ ଆମେରିକା ୧୫ପଏଣ୍ଟ୍ ଯୋଜନା ପଠାଇଛି। ଏହି ଯୋଜନାରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କଠୋର କଟକଣା ଲାଗୁ କରିବା ଏବଂ ହର୍ଜୁମ ପ୍ରଣାଳୀକୁ ପୁନଃ ଖୋଲିବା ଅନ୍ତର୍ଭୁକ୍ତ। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ନାମ ଗୋପନ ରଖି ଦୁଇ ଅଧିକାରୀ କହିଛନ୍ତି ଯେ ପ୍ରସ୍ତାବ ପାକିସ୍ତାନ ମାଧ୍ୟମରେ ଇରାନକୁ ପଠାଯାଇଥିଲା। ଏହି ସମୟରେ ଇସ୍ରାଏଲ କହିଛି ଯେ ଏହା ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋଚନାର ଅଂଶ ନୁହେଁ।
Read More >