ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ଏପ୍ରିଲ ୨୨ରେ ବର୍ଷେ ପୂରିବ । ଆତଙ୍କବାଦୀଙ୍କ ଏମିତି କାପୁରୁଷ ହୀନ କାର୍ଯ୍ୟ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଦେଇଥିଲା ମୁହଁତୋଡ ଜବାବ । ମେ ୬-୭ ମଧ୍ୟ ରାତ୍ରିରେ ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଲସ୍କର ଏ ତୋଇବା, ଜୈ
Read More >