ଅଷ୍ଟ୍ରେଲିଆର ସିଡନୀରେ ଯିହୂଦୀ ସମ୍ପ୍ରଦାୟ ଉପରେ ହୋଇଥିବା ଘାତକ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଦେଶଗୁଡ଼ିକୁ ଇସଲାମିକ ଉଗ୍ରବାଦ ବିରୋଧରେ ଏକତ୍ରିତ ହେବାକୁ ନିବେଦନ କରିଛନ୍ତି। ହ୍ୱାଇଟ୍ ହାଉସରେ ଯିହୂଦୀମାନଙ୍କ ପାଇଁ ଆୟୋଜିତ ହନୁକା ଉତ୍ସବରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, ସମସ୍ତ ଦେଶକୁ ମୌଳବାଦୀ ଇସଲାମିକ ଆତଙ୍କବାଦର ଦୁଷ୍ଟ ଶକ୍ତି ବିରୁଦ୍ଧରେ ଏକାଠି ଠିଆ ହେବାକୁ ପଡିବ ଏବଂ ଆମେ ତାହା କରୁଛୁ।
Read More >