ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସାକ୍ଷାତ ସମୟରେ ଜଣେ ଆମେରିକୀୟ ନାଗରିକଙ୍କ ମୁକ୍ତି ପ୍ରସଙ୍ଗ ମଧ୍ୟ ଉଠିପାରେ। ଏହି ମାମଲା ଆମେରିକୀୟ ଏକ୍ସପର୍ଟ ୟୁଲିନ୍ ଚେନ୍ଙ୍କ ସହ ଜଡ଼ିତ, ଯିଏ ନଭେମ୍ବର ୨୦୨୪ ରୁ ଚୀନ୍ ଜେଲ୍ରେ ବନ୍ଦୀ ଅଛନ୍ତି।
Read More >