ଆରମ୍ଭ ହେଇଗଲାଣି ଭୁଲ ଭୁଲେୟା3ର ସୁଟିଂ । ତେବେ ଭୁଲ ଭୁଲୟା2 ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିବା ବେଳେ ଏବେ ସୁଟିଂ ଆରମ୍ଭ ହୋଇଗଲାଣି ଏହାର ଦ୍ବିତୀୟ ପାର୍ଟର । ତେବେ ଏଥର ଏହି ଫିଲ୍ମର ଷ୍ଟାର କାଷ୍ଟ ଭାବେ ଆମେ କାର୍ତ୍ତିକ ଆରିୟନ ଏବଂ ତ୍ରୃପ୍ତି ଡିମ୍ରିଙ୍କୁ ଦେଖିବା । ତେବେ ଦେଖାଯାଉ ଫିଲ୍ମଟି କେତେ ରୋମାଞ୍ଚକ ହେଉଛି ।
ତେବେ ଗତ ଶନିବାର ରାତିରେ କାର୍ତ୍ତିକ ନିଜ ଇନଷ୍ଟା ଆକାଉଣ୍ଚରେ ଭୁଲଭୁଲେୟା3ର ପ୍ରଥମ ସୁଟିଂର କ୍ଲିପବୋର୍ଡ ସେୟାର କରିଛନ୍ତି । ସେଥିରେ ଭୁଲ ଭୁଲେୟା 2ର ଟାଇଟେଲ ଟ୍ରାକ ବାଜୁଥିବାର ଦେଖିବାକୁ ମିଳିଛି। ଏହାକୁ ନିର୍ଦ୍ଧେଶନା ଦେଇଛନ୍ତି ଅନିସ ବାଜମୀ ଯେକି ଏହାର 2ୟ ସିଜିନ ନିର୍ଦ୍ଦେଶସା ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ମୁଭି ଟି କେତେ ହିଟ୍ ହେଉଛି ।