ଧୁରନ୍ଧର – ଦ ରେଭେଂଜକୁ ନେଇ ଏବେ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି। କିଛି ଲିବେରାଲଙ୍କ ଅନୁସାରେ ଏହା ମୁସଲମାନଙ୍କୁ ଖରାପ ଭାବେ ଦେଖାଉଛି। ସେମାନେ ଏହାକୁ ମୁସଲମାନଙ୍କ ବିରୋଧରେ ପ୍ରପୋଗଣ୍ଡା ବୋଲି କହୁଛନ୍ତି। ଏତେ ବିରୋଧ ସତ୍ୱେବି ଧୁରନ୍ଧର ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ୍ କରି ଚାଲିଛି। ପ୍ରଥମ ୱିକେଣ୍ଡରେ ଏହା ପାଖାପାଖି 7ଶହ କୋଟି ଟଙ୍କା ଆୟ କରିସାରିଲାଣି।
Read More >