ବଲିଉଡ୍ ସୁପରଷ୍ଟାର ସଞ୍ଜୟ ଦତ୍ତ ଗତ ୪ ଦଶନ୍ଧି ଧରି ନିଜର ଅଭିନୟ ଏବଂ ଷ୍ଟାଇଲ୍ ଦ୍ୱାରା ପ୍ରଶଂସକଙ୍କ ମନ ଜିଣି ଆସିଛନ୍ତି। ତାଙ୍କର ଅନ୍ଦାଜ ସବୁବେଳେ ନିଆରା ରହିଛି। ସେ ଯେତିକି ସଫଳତାର ସହ ପଜିଟିଭ୍ ରୋଲ୍ କରିଛନ୍ତି, ସେତିକି ନେଗେଟିଭ୍ ଚରିତ୍ରରେ ବି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବର୍ଷ ୨୦୨୬ରେ ଏହି ଅଭିନେତା ୬ଟି ସିନେମାରେ କାମ କରିସାରିଛନ୍ତି।
Read More >