ବସ୍ ଲେଡି ଲୁକ୍‌ରେ ସର୍ଦାରଙ୍କ ରାଣୀ ରକୁଲପ୍ରୀତ୍
Khabar Odisha:Rakul-Preet-Singh-demands-attention-of-a-queen-in-dramatic-cape-sleeves

ଏପ୍ରିଲ୨୫(ଖବର ଓଡିଶା); ଆଗକୁ ଆସୁଥିବା ନିଜର ଫିଲ୍ମ “ସର୍ଦାର କା ଗ୍ରାଣ୍ଡସନ୍‌”ର ପ୍ରମୋସନ ପାଇଁ ନିଜକୁ ଲେଡି ବସ୍ ଲୁକ୍‌ରେ ସଜାଇଥିଲେ ରକୁଲପ୍ରିତ୍ ସିଂ । ସବୁବେଳେ ନିଜର ଫ୍ୟାଶନ ଏବଂ ଅକର୍ଶଣିୟ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ସାଉଥ୍ ବିୟୁଟି ନିକଟରେ “ସର୍ଦାର କା ଗ୍ରାଣ୍ଡସନ୍‌”ର ଟ୍ରେଲର ଲଚଂ କାର୍ଯ୍ୟକ୍ରମରେ କିଛି ଏପରି ଲୁକ୍‌ରେ ନଜର ଆସିଥିଲେ । ପିଙ୍କ୍ ଟପ୍ ସାଙ୍ଗକୁ ଫିଟେଡ ବ୍ଲାକ୍ ପ୍ୟଣ୍ଟ ପିନ୍ଧି ସାଜିଥିଲେ ଲେଡି ବସ୍ ।

“ସର୍ଦାର କା ଗ୍ରାଣ୍ଡସନ୍‌”ର ଟ୍ରେଲର ଲଚଂ କାର୍ଯ୍ୟକ୍ରମ ନିଜର ବସ୍ ଲେଡି ଲୁକ୍‌ରେ ସମସ୍ତଙ୍କର ଆକର୍ଶଣ ନିଜ ଆଡକୁ ଆଣିବାରେ ସମର୍ଥ ହୋଇଥୀଲେ ରକୁଲ । ଏହାର କିଛି ଝଲକ ରକୁଲ ତାଙ୍କର ଇନ୍‌ଷ୍ଟା ଆକାଉଣ୍ଟରେ ନିଜର ଫ୍ୟାନ୍ ମାନଙ୍କୁ ଦେଇଥିଲେ ।

  • Tags:

Subscribe

National International State Sports Entertainment