ଇରଫାନ ଖାନଙ୍କ ପୁଅ ବାବିଲ ଫିଲ୍ମ ଛାଡିଲେ: ଟ୍ରୋଲ ହେବା ପରେ ଏହି ସିନେମା ଛାଡିଲେ Khabar odisha :19/05/2025 Share story: ମୁମ୍ବାଇ: ଇରଫାନ ଖାନଙ୍କ ପୁଅ ତଥା ଅଭିନେତା ବାବିଲ ଖାନ ନିର୍ଦ୍ଦେଶକ ସାଇ ରାଜେଶଙ୍କ ‘ବେବି’ ଚଳଚିତ୍ରରୁ ଓହରି ଯିବାକୁ ନିଷ୍ପତି ନେଇଛନ୍ତି । ଶନିବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି, ଆଉ ଲେଖିଛନ୍ତି ‘ବହୁତ ଧର୍ୟ୍ଟ, ଆଗ୍ରହ ଏବଂ ମିଳିତ ଭାବରେ ସାଇ ରାଜେଶ ସାର ଏବଂ ମୁଁ ଏକାଠି ଯାତ୍ରା କରିବାର ସ୍ୱପ୍ନ ଦେଖିଥିଲୁ.. କୁନ୍ତୁ ଦୁର୍ଭାଗ୍ୟବସତଃ କିଛି ଏମିତି ଜିନଷ ହେଉଛି ଯେଉଁଥି ପାଇଁ ଆମ ସ୍ୱପ୍ନ ଆଉ ଆଗକୁ ବଢିପାରୁନି.. କେତେବେଳେ ଯୋଜନା ମୁତାବକ କାମ ହେଉନାହିଁ ତ ଆଉ କେତେବେଳେ ଆଉ କେଉଁ କାମ ରହିଯାଉଛି.. ସେଥିପାଇଁ ମୁଁ କିଛି ଦିନ ବ୍ରେକ୍ ନେଉଛି ଆଉ ଏହା ସହିତ ମୁଁ ସାଇ ସାର ଏବଂ ତାଙ୍କର ପୂରା ଟିମ୍ କୁ ଶୁଭେଚ୍ଛା ଜଣାଉଛି.. ମୁଁ ଜାଣିଛି ଆମେ ଭବିଷ୍ୟତରେ ପୁଣି ଦେଖା ହେବୁ ଏବଂ ମିଶିକି ଏକାଠି ଯାଦୁ ସୃଷ୍ଟି କରିବୁ।’ ନିର୍ଦ୍ଦେଶକ ରାଜେଶ ବାବିଲଙ୍କୁ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ‘ବାବିଲ ହେଉଛନ୍ତି ଜଣେ ପରିଶ୍ରମୀ ଏବଂ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ.. ମତେ ଏହି ପରିସ୍ଥିତିକୁ ଗ୍ରହଣ କରିବାକୁ ପଡିବ..ବାବିଲ ଭଳି ଜଣେ ଦକ୍ଷ ଅଭିନେତାଙ୍କ ସହ କାମ କରି ମତେ ବହୁତ ଖୁସି ଅନୁଭୂତ ହେଉଛି’ ଅଭିନେତାଙ୍କୁ ଶୁଭକାମନା ଜଣାଇ ରାଜେଶ କହିଥିଲେ, 'ମୁଁ ତାଙ୍କୁ ଅଭିନୟକୁ ସର୍ବଦା ଆଦର କରିବି।' ମୁଁ ମୋ ହିରୋଙ୍କୁ ମନେ ପକାଇବି। ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରେ, ଏବଂ ତାଙ୍କୁ ଶୁଭକାମନା ଜଣାଉଛି ଯେ ସେ ଭବିଷ୍ୟତରେ ବହୁତ ଆଗକୁ ବଢନ୍ତୁ...।’ ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ବାବିଲ ଏକ ଭିଡିଓରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ଯେଉଁଥିପାଇଁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। View this post on Instagram A post shared by Babil (@babil.i.k) Sangeeta Priyadarshini Sahoo, Author, 19-05-2025 1:40PM ଭାଇରାଲ ଗର୍ଲ ମନୋଲିସାଙ୍କ ନୂଆ ଅବତାର, ମହାକୁମ୍ଭରେ ବିକୁଥିଲେ ରୁଦ୍ରାକ୍ଷ, ଏବେ ହୀରା ହାରା ପିନ୍ଧି କରୁଛନ୍ତି ଫଟୋସୁଟ୍ Subhashree Sukla | 19-05-2025 7:47PM Read More > ବଲିଉଡ୍ ଅଭିନେତ୍ରୀ ତଥା ବିଗ୍ ବସ୍ ପ୍ରତିଯୋଗୀ ଶିଲ୍ପା ଶିରୋଦକର କୋଭିଡ ସଂକ୍ରମିତ Swagatika Sahoo | 19-05-2025 5:17PM ନୂଆଦିଲ୍ଲୀ: ପୁଣି ଥରେ ଫେରିଛି କୋଭିଡ୍-୧୯ । ଏସିଆ ମହାଦେଶରେ ବିଭିନ୍ନ ସ୍ଥାନରେ ଏବେ କୋରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ମାୟାନଗରୀ ମୁମ୍ବାଇରେ ମଧ୍ୟ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଚର୍ଚ୍ଚିତ ଚେହେରା ଶିଲ୍ପା ଶିରୋଦକର କୋଭିଡ ଆକ୍ରାନ୍ତ ହୋଇଛନ୍ତି । ସେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସୁରକ୍ଷିତ ରହିବା ସହିତ ମାସ୍କ ବ୍ୟବହାକର କରିବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । Read More > 'କର୍ଣ୍ଣେଲ ବିକୁମଲ୍ଲା ସନ୍ତୋଷ ବାବୁ'ଙ୍କ ଚରିତ୍ରରେ ଅଭିନୟ କରିବେ ଭାଇଜାନ୍ Sangeeta Priyadarshini Sahoo | 19-05-2025 12:37PM ଚଳିତ ବର୍ଷ ଇଦ୍ ଅବସରରେ ସଲମାନ ଖାନଙ୍କ ସିକନ୍ଦର ମୁଭି ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରୁ ଦର୍ଶକ ମାନେ ଅନେକ ଆଶା ବାନ୍ଧି ଥିଲେ Read More > ଶ୍ରଦ୍ଧା କପୁର କାହିଁକି ଏକତା କପୁରଙ୍କ ଏହି ମୁଭିରେ କାମ କରିବେନି Sangeeta Priyadarshini Sahoo | 18-05-2025 1:43PM ଶ୍ରଦ୍ଧା କପୁର ଫିଲ୍ମ ସାଇନ୍ କରିବା ପୂର୍ବରୁ ବହୁତ ଥର ଚିନ୍ତା କରନ୍ତି । ସ୍ତ୍ରୀ-୨ ବକ୍ସ ଅଫିସରେ ହିଟ୍ ହେବା ପରେ ଶ୍ରଦ୍ଧାଙ୍କ ଚାହିଦା ବଢି ଯାଇଛି Read More > ୨୫ ବର୍ଷ ପରେ ସିନେମା ହଲକୁ ଫେରି ଆସୁଛି 'ଧଡକନ୍', ଅକ୍ଷୟ କୁମାର ଖୁସି ହୋଇ କହିଲେ.. Sangeeta Priyadarshini Sahoo | 17-05-2025 5:09PM ୨୦୦୦ ମସିହାରେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ଫିଲ୍ମ 'ଧଡକନ' ସିନେମା ହଲରେ ମୁକ୍ତିଲାଭ କରିଥିଲା। ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ସିନେମା ୨୫ ବର୍ଷ ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି Read More > ହେରା ଫେରି-୩ରେ ନଜର ଆସିବେନି ବାବୁ ଭୟା: ସ୍ପଷ୍ଟ କଲେ ପରେଶ ରାୱଲ Sangeeta Priyadarshini Sahoo | 17-05-2025 2:11PM ବଲିଉଡର ସବୁଠାରୁ ପ୍ରତିଷ୍ଠିତ ଲୋକପ୍ରିୟ କମେଡି ଫିଲ୍ମ ‘ହେରା ଫେରି’ର ଦ୍ୱିତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ମୁଭିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କ ଜୀବନ୍ତ ଅଭିନୟ ଆଜି ବି ଲୋକଙ୍କ ମୁହଁରେ ହସ ଆଣିଦେଉଛି Read More > କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନଙ୍କ ସମସ୍ୟା ବଢ଼ିଲା; ପୁଣିଥରେ ସୈଫ-ତବୁ ଏବଂ ସୋନାଲି ବେନ୍ଦ୍ରେ ସମସ୍ୟାରେ Sangeeta Priyadarshini Sahoo | 17-05-2025 1:20PM ହରିଣ ଶିକାର କରିବା ଘଟଣାରେ ସଲମାନଙ୍କ ସମସ୍ୟା ବଢିଯାଇଛି । ଏହି ମାମଲାର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖାଲି ଏତିକି ନୁହଁ ଏହି ମାମଲାରେ ନିର୍ଦ୍ଦୋଷ ଥିବା ସୈଫ ଅଲ୍ଲୀ ଖାନ୍ , ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ସମସ୍ୟା ମଧ୍ୟ ବଢିଯାଇଛି Read More > ରାମ ଚରଣଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିଦେଶୀ ଫ୍ୟାନ୍ସ Sangeeta Priyadarshini Sahoo | 14-05-2025 11:56AM ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ପ୍ରତିମା ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା Read More > ରାମ ଚରଣଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିଦେଶୀ ଫ୍ୟାନ୍ସ Sangeeta Priyadarshini Sahoo | 14-05-2025 11:56AM ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ପ୍ରତିମା ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା Read More > ରାମ ଚରଣଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିଦେଶୀ ଫ୍ୟାନ୍ସ Sangeeta Priyadarshini Sahoo | 14-05-2025 11:56AM ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ପ୍ରତିମା ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା Read More > ରାମ ଚରଣଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିଦେଶୀ ଫ୍ୟାନ୍ସ Sangeeta Priyadarshini Sahoo | 14-05-2025 11:56AM ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ପ୍ରତିମା ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା Read More > କାନ୍ସ ଫେସଟିଭାଲରେ ୪ ଲକ୍ଷ ଟଙ୍କାର ପର୍ସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦର୍ଶକ Sangeeta Priyadarshini Sahoo | 14-05-2025 11:03AM କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ ଆରମ୍ଭ ହୋଇଛି। ସେଲିବ୍ରିଟି ମାନେ ନଜ ନିଜର ଲୁକସ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କାନ୍ସର ପ୍ରଥମ ଦିନରେ ଅଭିନେତ୍ରୀ ଉର୍ବଶୀ ରାଉତେଲା ନଜର ଆସିଥିଲେ Read More > Tweets by Khabar Odisha Recent କଟକଣା ସତ୍ବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ଭାଇରାଲ ଗର୍ଲ ମନୋଲିସାଙ୍କ ନୂଆ ଅବତାର, ମହାକୁମ୍ଭରେ ବିକୁଥିଲେ ରୁଦ୍ରାକ୍ଷ, ଏବେ ହୀରା ହାରା ପିନ୍ଧି କରୁଛନ୍ତି ଫଟୋସୁଟ୍ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବୁଲେଟ ଟ୍ରେନ ସ୍ପିଡରେ ବଢିଲା ରେଳଷ୍ଟକର ମାକେର୍ଟ; ୨୦ ଦିନରେ ନିବେଶକଙ୍କୁ କରିଦେଲା ମାଲେମାଲ୍ ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |