ବଲିଉଡ୍ ଅଭିନେତା ରଣବୀର ସିଂହ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଯୋଡ଼ି ଏବେ ସିନେମା ଜଗତରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। 'ଧୁରନ୍ଧର: ଦ ରିଭେଞ୍ଜ'କୁ ନେଇ ଉତ୍ସାହ ଥିବା ବେଳେ, ଏବେ ସୋସିଆଲ ମିଡିଆରେ ଏକ ନୂତନ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି। ଦାବି କରାଯାଉଛି ଯେ, ଏହି ଯୋଡ଼ି ବଡ଼ ପରଦାରେ ଭାରତର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଜୀବନ କାହାଣୀ ନେଇ ଆସୁଛନ୍ତି।
Read More >