ହାପି ବାର୍ଥ ଡେ ହ୍ରିତିକ ରୋଶନ
Khabar Odisha:Happy-birthday-Hritrik-Roshan
ନୂଆଦିଲ୍ଲୀ, ଜାନୁଆରୀ 10 (ଖବର ଓଡିଶା) :

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ  । ତାଙ୍କ ଚେହେରା ଅଭିନୟ ଓ ଡାନ୍ସକୁ ସମସ୍ତେ ପସନ୍ତ କରନ୍ତି  ।    10 ଜାନୁଆରୀ 1974 ରେ ଜନ୍ମ ହୋଇଥିବା ହ୍ରିତିକ ଆଜି ତାଙ୍କର 47 ତମ ଜନ୍ମଦିନ ପାଳନ କରୁଛନ୍ତି ।  

ହ୍ରିତିକଙ୍କ ବଲିଉଡରେ ଅନେକ ଚଳଚ୍ଚିତ୍ର ରହିଛି  । ଅଭିନୟ ଓ ଡାନ୍ସକୁ ନେଇ ସବୁ ଦର୍ଶକ ପାଗଳ   ସେ ପ୍ରଥମେ 6  ବର୍ଷରେ 'ଆଶା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ   1980 ମସିହାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା   ଏହା ପରେ ସେ  1980ରେ  'ଆପ୍ କେ ଦିୱାନେ' , 1981ରେ 'ଆସପାସ'  ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ମଧ୍ୟ ଅଭିନୟ କରିଥିଲେ   ତାଙ୍କର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା  । ଏହାପରେ ପୁଣି ହ୍ରିତିକ ରୋଶନ 2000 ମସିହାରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ  । ମୁଖ୍ୟ ଅଭିନେତା ଭାବରେ ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର ଥିଲା ‘ କହୋ ନା ପ୍ୟାର ହୈ ‘ । ଏହି ଚଳଚ୍ଚିତ୍ରରେ  ଅଭିନେତ୍ରୀ ଅମିଷା ପଟେଲଙ୍କ ସହ ସେ ଅଭିନୟ କରିଥିଲେ   

  • Tags:

Subscribe

National International State Sports Entertainment