ଦିଲଜିତ ଦୋସାଞ୍ଜ ଜଣେ ଡିଟେକ୍ଟିଭ୍ ଭୂମିକାରେ ନଜର ଆସିବେ: 'ଡିଟେକ୍ଟିଭ୍ ଶେରଦିଲ୍'ର ରିଲିଜ୍ ତାରିଖ ବାହାରିଲା Khabar odisha :09/06/2025 Share story: ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ଏବଂ ଅଭିନେତା ଦିଲଜିତ ଦୋସାଞ୍ଜ ଗୋଟିଏ ନୂଆ ଫିଲ୍ମ 'ଡିଟେକ୍ଟିଭ୍ ଶେରଦିଲ୍'ରେ ନଜର ଆସିବେ । ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବସତଃ ଫିଲ୍ମଟି ଅଟକି ରହିଥିଲା। କିନ୍ତୁ ଏବେ ଅପେକ୍ଷାର ଅନ୍ତ ଭଟିଛି ଶେଷରେ OTTରେ ରିଲଜ ହେବାକୁ ଯାଉଛି ଦଲଜିତଙ୍କୁ 'ଡିଟେକ୍ଟିଭ୍ ଶେରଦିଲ୍' । ଅଲି ଆବାସ ଜାଫରଙ୍କ ରହସ୍ୟମୟ କମେଡି ଫିଲ୍ମର ସୁଟିଂ ବହୁ ବର୍ଷ ପୂର୍ବରୁ ସମାପ୍ତ ହୋଇଥିଲା, କିନ୍ତୁ କିଛି କାରଣ ପାଇଁ ଏହା ରିଲିଜ୍ ହୋଇପାରିନଥିଲା। ତେବେ ରବିବାର, ୮ ଜୁନ୍ ରେ, ଫିଲ୍ମ ନିର୍ମାତା ଅଲି ଆବାସ ଜାଫର ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟ କରି ସେୟାର କରିଥିଲେ ଏବଂ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଥିଲେ। ପୋଷ୍ଟର ସେୟାର କରିବା ସମୟରେ, ଅଲି ଆବାସ ଜାଫର କ୍ୟାପସନରେ ଲେଖିଛନ୍ତି, 'ଶେରଦିଲଙ୍କ ଡିଟେକ୍ଟିଭ୍ ସିକ୍ଲସ୍ ATE/10 ହେବାକୁ ଯାଉଛି। ଡିଟେକ୍ଟିଭ୍ ଶେରଦିଲ୍ ୨୦ ଜୁନରେ ପ୍ରିମିୟର୍ ହେବାକୁ ଯାଉଛି।'ରବି ଛାବିରିଆ ଦିଲଜିତ୍ ଦୋସାଞ୍ଜଙ୍କ 'ଡିଟେକ୍ଟିଭ୍ ଶେରଦିଲ୍' ସହିତ ତାଙ୍କର ନିର୍ଦ୍ଦେଶନାର ଡେବ୍ୟୁ କରିଛନ୍ତି। ଏହା ଏକ ପାରିବାରିକ ଡ୍ରାମା ମନୋରଞ୍ଜନକାରୀ ଚଳଚ୍ଚିତ୍ର, ଯେଉଁଥିରେ ଦିଲଜିତ୍ ଜଣେ ଡିଟେକ୍ଟିଭ୍ ଭୂମିକାରେ ନଜର ଆସିବେ। ଦିଲଜିତ୍ ଦୋସାଞ୍ଜ ଏବଂ ଅଲି ଆବାସ ମିଳତ ଭାବରେ ପୂର୍ବରୁ କାମ କରିଛନ୍ତି । View this post on Instagram A post shared by Ali Abbas Zafar (@aliabbaszafar) Sangeeta Priyadarshini Sahoo, Author, 09-06-2025 11:37AM ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର: ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ହେଲେ ଟେୟାନା ଟେଲର Lipika Pradhan | 12-01-2026 10:01AM ଆଞ୍ଜେଲସ୍: ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ତାରକାପୂର୍ଣ୍ଣ ସନ୍ଧ୍ୟାରେ ୨୦୨୬ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ଏହି ପ୍ରତିଷ୍ଠିତ ହଲିଉଡ୍ ପୁରସ୍କାର ସମାରୋହ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ତାରକାମାନଙ୍କୁ ସମ୍ମାନିତ କରିଥାଏ ଯେଉଁମାନେ ସେମାନଙ୍କର ଶକ୍ତିଶାଳୀ ଅଭିନୟ ଏବଂ କାହାଣୀ କହିବା ଦ୍ୱାରା ଦର୍ଶକଙ୍କୁ ମୋହିତ କରିଛନ୍ତି। Read More > ଇଣ୍ଡିଆନ୍ ଆଇଡିଆଲ୍ ବିଜେତା ଗାୟକ ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ Swagatika Sahoo | 11-01-2026 4:54PM ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆକୁ ପୁଣି ଏକ ଝଟକା ଲାଗିଛି । ଇଣ୍ଡିଆନ୍ ଆଇଡିଆଲ୍ ସିଜନ୍-୩ର ବିଜେତା ଏବଂ ପାତାଲ୍ ଲୋକ୍ ଅଭିନେତା ପ୍ରଶାନ୍ତ ତମାଙ୍ଗର ଅକାଳ ବିୟୋଗ ହୋଇଛି । ରବିବାର ଦିଲ୍ଲୀ ବାସଭବନରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । Read More > The Raja Saab Box Office Collection: ପ୍ରଭାସଙ୍କ 'ଦି ରାଜା ସାବ' ଦ୍ୱିତୀୟ ଦିନରେ ହିଁ ଖସିଗଲା Sangeeta Priyadarshini Sahoo | 10-01-2026 5:32PM ଜାନୁଆରୀ ୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ପାନ-ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ଫିଲ୍ମ। ତାଙ୍କର ହରର-କମେଡି ଫିଲ୍ମକୁ ମିଶ୍ରିତ ସମୀକ୍ଷା ମିଳୁଛି। ଦର୍ଶକ ଏହାକୁ ବିଶେଷ ପସନ୍ଦ କରୁନାହାଁନ୍ତି Read More > ୫୨ ବର୍ଷ ବୟସରେ ପାଦ ଥାପିଲେ ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ : ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଶୁଭେଚ୍ଛା Archana Anamika Ray | 10-01-2026 5:18PM ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ। ଜନ୍ମଦିନ ଉପଲକ୍ଷେ ହ୍ରିତିକଙ୍କୁ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରିବା ସହିତ ସେ ସବୁବେଳେ ଖୁସି ରୁହନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। Read More > ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ Bhakta Samantaray | 07-01-2026 1:24AM ଭୁବନ: ସୋମବାର ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜ Read More > ଦୀପିକା ପାଦୁକୋନ୍ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ Sangeeta Priyadarshini Sahoo | 05-01-2026 12:58PM ଦୀପିକା ପାଦୁକୋଣ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ଏବଂ ପ୍ରଯୋଜିକା ଦୀପିକା ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ କାମ କରୁଛନ୍ତି। ତାଙ୍କ ଜନ୍ମଦିନରେ Read More > ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର" ରଚିଲା ଇତିହାସ; ବକ୍ସ ଅଫିସରେ ରାଜ୍ ପରେ ନୂଆ ରେକର୍ଡ, ଏଠାରେ ହେଲା ଟିକସ ଛାଡ଼ ଘୋଷଣା Subhashree Sukla | 02-01-2026 7:23PM dhurandhar-becomes-tax-free-in-ladakh-ranveer-singh-movie-rules-on-box-office Read More > ଧୁରନ୍ଧର'କୁ ଭୟ କରୁଛନ୍ତି ଅକ୍ଷୟ କୁମାର!: ଏହି ଚଳଚ୍ଚିତ୍ର ତାରିଖକୁ ଘୁଞ୍ଚାଇ ଦେଲେ Sangeeta Priyadarshini Sahoo | 31-12-2025 5:14PM ୨୦୨୫ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ଏକ ମିଶ୍ରିତ ବର୍ଷ ହୋଇଛି। ଚାରୋଟି ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ମଧ୍ୟରୁ ଗୋଟିଏ ବି ବକ୍ସ ଅଫିସରେ ଭଲ ପଦର୍ଶନ ହୋଇନଥିଲା Read More > 'ଦି ବ୍ୟାଡ୍ସ ଅଫ୍ ବଲିଉଡ୍' ଠାରୁ 'ପଞ୍ଚାୟତ ୪' ପର୍ଯ୍ୟନ୍ତ: ଏହି ସିରିଜ୍ ଗୁଡିକ ଚଳିତ ବର୍ଷ ହଇଚଇ ସୃଷ୍ଟି କରିଛି Sangeeta Priyadarshini Sahoo | 30-12-2025 11:36AM ୨୦୨୫ ବର୍ଷ ଭାରତୀୟ OTT ପ୍ଲାଟଫର୍ମ ପାଇଁ ଏକ ମହୋତ୍ସବଠାରୁ କମ୍ ନଥିଲା। ଏହି ବର୍ଷ ଦର୍ଶକମାନେ ଅପରାଧ, ରାଜନୀତି, ପାରିବାରିକ, କମେଡି ଭଳି କାହାଣୀର ଖୁବ୍ ମଜା ଉଠାଇଥିଲେ Read More > ଫେବୃୟାରୀରେ ବିବାହ କରିବେ ରଶ୍ମିକା ଏବଂ ବିଜୟ Swagatika Sahoo | 30-12-2025 11:06AM ନୂଆଦିଲ୍ଲୀ: ସାଉଥ ସିନେମାର ଦୁଇ ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମାନ୍ଧାନା ଏବଂ ବିଜୟ ଦେବେରକୋଣ୍ଡା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଗୋପନୀୟ ନିର୍ବନ୍ଧ କରିବା ପରେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । Read More > ଧୂରନ୍ଧରର ଗୋଟିଏ ଡାଇଲଗକୁ ନେଇ ବିବାଦ, ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା ମାମଲା Bhakta Samantaray | 24-12-2025 2:07PM ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର Read More > ଯୁବରାଜ ସିଂହ, ରବିନ୍ ଉଥପ୍ପା, ଉର୍ବଶୀ ଓ ସୋନୁ ସୁଦଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ Subhashree Sukla | 19-12-2025 7:28PM ed-attaches-assets-of-yuvraj-singh-sonu-sood-others-in-illegal-betting-app-case Read More > Tweets by Khabar Odisha Recent ଚାରି ଜଣ ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟରଙ୍କୁ ଭାରତ ଯାତ୍ରା ପାଇଁ ଭିସା ମନା ମକର ସଂକ୍ରାନ୍ତିରେ ମା' ତାରିଣୀଙ୍କ ସୁନା ବେଶ, ପୀଠରେ ଭକ୍ତଙ୍କ ଭିଡ ଯଦି ଇରାନ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦିଏ, ତେବେ କୌଣସି ଦୟା ହେବ ନାହିଁ: ଟ୍ରମ୍ପ ମକର ସଂକ୍ରାନ୍ତିରେ ପ୍ରୟାଗରାଜର ସଙ୍ଗମରେ ବିଶାଳ ଭିଡ଼; ପବିତ୍ର ବୁଡ଼ ପକାଇଲେ ଲକ୍ଷଲକ୍ଷ ଭକ୍ତ ଭିଡିଓ Raja Bhai's Dahi Gupchup Secret Goes Viral On Social Media | Khabar Odisha