ଏକ ନୂଆ ଅନ୍ଦାଜ ଏବଂ ନୂଆ ଲୁକରେ ନଜର ଆସିବେ ଇନଷ୍ଟା କ୍ଵିନ୍ ତାନ୍ୟା ମିତ୍ତଲ। OTTରେ ତାନ୍ୟାଙ୍କ ଜଲୱା ଦେଖିବେ ଦର୍ଶକ। ଟେଲି ଜଗତର ଲୋକପ୍ରିୟ ନିର୍ଦେଶିକା ଏକତା କପୁରଙ୍କ ଅପକମିଙ୍ଗ ନିଉ ଶୋ ରେ ନାୟିକା ଭାବେ ତାନ୍ୟା ନଜର ଆସିବା ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ଏହାସହିତ ତାନ୍ୟାଙ୍କ ଅଭିନୟ ଦେଖିବା ପାଇଁ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି।
Read More >