ଆଇସୋଲେସନ୍‌ରେ ବଲିଉଡ ସୁପରଷ୍ଟାର ସଲମାନ ଖାନ
Khabar Odisha:Bollywood-superstar-Salman-Khan-in-Isolation
ଦିଲ୍ଲୀ,ନଭେମ୍ବର 18 (ଖବର ଓଡ଼ିଶା):

ବିଗ୍ ବସ୍ ୧୪ ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଇସୋଲେସନ୍‌ରେ ଅଛନ୍ତି । ତାଙ୍କର ବ୍ୟକ୍ତିଗତ କାର ଡ୍ରାଇଭର ଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ହେବା ପରେ ଅଭିନେତା ସଲମାନ ଖାନ ବର୍ତ୍ତମାନ ଆଇସୋଲେସନ୍‌ରେ ଅଛନ୍ତି । ଖବର ଅନୁଯାୟୀ, ବିଗ୍ ବସ୍ ୧୪ ହୋଷ୍ଟର କର୍ମଚାରୀମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସଲମାନ ଏବଂ ତାଙ୍କ ପରିବାର ସେମାନଙ୍କ କର୍ମଚାରୀଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି।

  • Tags:

Subscribe

National International State Sports Entertainment