ଆଜି ହେଉଛି ଆନ୍ତର୍ଜାତୀୟ ପୁରୁଷ ଦିବସ । ଏହି ଦିନଟିକୁ ପୁରୁଷଟିଏ ପରିବାର ଓ ସମାଜ ପାଇଁ ଥିବା ଅବଦାନକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଆଉ ଏହି ଅବସରରେ ଓଲିଉଡ଼ ସୁପର ଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ବାପାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପୋଷ୍ଟ କରିଛନ୍ତି ।
Addicted to this song! I can connect myself to each line of it. I’m sharing its link here for those who take pride in calling themselves as the carbon copy of their Father. I also dedicate this song to my dearest Father without whom I wouldn’t have been here. Masterpiece
ଅର୍ଥାତ ଏହି ଗୀତଟି ମୋ ପାଇଁ ନିଶା ! ମୁଁ ଏହାର ପ୍ରତ୍ୟେକ ଧାଡ଼ି ସହିତ ନିଜକୁ ଯୋଡି ହୋଇ ରହିଛି | ଯେଉଁମାନେ ନିଜ ପିତାଙ୍କ କାର୍ବନ କପି ଭଳି ଦେଖାଯାଆନ୍ତି ବୋଲି ନିଜକୁ ଗର୍ବିତ କରନ୍ତି ସେମାନଙ୍କ ପାଇଁ ମୁଁ ଏଠାରେ ସେମାନଙ୍କ ପାଇଁ ଏହି ଲିଙ୍କ୍ ସେୟାର କରୁଛି | ମୁଁ ମଧ୍ୟ ଏହି ଗୀତକୁ ମୋର ପ୍ରିୟବାବାଙ୍କୁ ଙ୍କୁ ଉତ୍ସର୍ଗ କରେ ଯାହାଙ୍କ ବିନା ମୁଁ ଏଠାରେ ନଥା’ନ୍ତି | ମାଷ୍ଟରପିସ୍ । ଏଥିସହ ରିଲିଜ ହେବାକୁ ଥିବା ଫିଲ୍ମ Animal ର ପାପା ମେରି ଜାନ ଗୀତଟି ଲିଙ୍କଙ୍କୁ ସେୟାର କରି #fatherson ଲେଖି ନିଜର ବନ୍ଧୁ ମାନଙ୍କ ପାଖରେ ନିଜର ମନକଥା ପରିପ୍ରକାଶ କରିଛନ୍ତି ।