ହାପି ବାର୍ଥ ଡେ ! 53 ବର୍ଷରେ ପାଦ ଥାପିଲେ ଏ ଆର ରେହମାନ
Khabar Odisha:AR-Rehman-53-th-Birthday
ନୂଆଦିଲ୍ଲୀ, ଜାନୁଆରୀ 06 (ଖବର ଓଡିଶା) :

ବଲିଉଡ ଗାୟକ ଏ ଆର ରେହମାନଙ୍କ ଆଜି ଜନ୍ମଦିନ  ।  ଏ ଆର ରେହମାନଙ୍କ ସ୍ୱର ସିଧାସଳଖ ହୃଦୟରେ ପହଞ୍ଚେ ଏବଂ ଗୀତ ମନକୁ ଶାନ୍ତି ଦେଇଥାଏ  । ଜାନୁଆରୀ 6 ଅର୍ଥାତ ଆଜି ହେଉଛି ଏ ଆର୍ ରେହମାନ୍ ଙ୍କ 53 ତମ ଜନ୍ମଦିନ   ।

ଏ ଆର୍ ରେହମାନ କେବଳ ତାଙ୍କ ସ୍ୱର ଏବଂ ସଙ୍ଗୀତ ନୁହେଁ ବରଂ ତାଙ୍କ ହୃଦୟକୁ ମଧ୍ୟ ବଲିଉଡ ଜଗତକୁ ସତେ ଯେପରି ସମର୍ପିତ କରିଛନ୍ତି   ଏ ଆର୍ ରେହମାନଙ୍କ ଗୀତ ଅନେକ ଲୋକଙ୍କୁ ପସନ୍ଦ  । ତାଙ୍କ ଉତ୍ସର୍ଗ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି   ତାଙ୍କ ପ୍ରତିଭା ପାଇଁ ରେହମାନଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ସହିତ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଓସ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି  

  • Tags:

Subscribe

National International State Sports Entertainment