୨ ଶହ କେଜି ଗଞ୍ଜେଇ ଜବତ୍ ,ଗିରଫ ହେଲେ ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ
Khabar Odisha:200kg-of-cannabis-confiscated-actress-Diya-Mirzas-former-manager-arrested-and-her-sister-arrested
ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡ଼ିଶା):

ନାର୍କୋଟିକ୍ କଣ୍ଟୋଲ ବ୍ୟୁରୋକୁ ମିଳିଛି ବଡ଼ ସଫଳତା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ଥିବା ରହିଲା ଓ ତାଙ୍କ ଭଉଣୀଙ୍କ ଘରେ ଚଢାଉ କରି ଏନସିବି ୨ ଶହ କେଜି ଗଞ୍ଜେଇ ଜବତ୍ କରିବା ସହ ତାଙ୍କୁ ଗିରଫ କରାଯାଇଛି । 

ଏନସିବି ପକ୍ଷରୁ କୁହାଯାଇଛି କି ବାନ୍ଦ୍ରା ୱେଷ୍ଟରେ ଏକ କୋରିଅରରୁ ଗଂଜେଇ ଜବତ୍ କରାଯାଇଥିଲା ତେବେ ସେଠାରୁ ସମ୍ପୁର୍ଣ୍ଣ ଘଟଣା ତଦନ୍ତ ପରେ ଏହିସବୁ ଖବର ସାମ୍ନାକୁ ଆସିଛି । ତେବେ ଜବତ୍ ହୋଇଥିବା ଗଞ୍ଜେଇ ଆନୁମାନିକ ୨ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି ।

  • Tags:

Subscribe

National International State Sports Entertainment