ନବରଙ୍ଗପୁର: ଗୋଟିଏ ପଟେ ରାଜ୍ୟରେ ଝିଅମାନେ ରଜ ପାଳୁଥିବାବେଳେ ଆଉ ଗୋଟିଏ ଜଣେ ଯୁବତୀଙ୍କ ସହିତ ହୋଇଛି ଦୁଷ୍କର୍ମ ସହିତ ବିଭତ୍ସ ହତ୍ୟା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା । Read More >
ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣ୍ଡିଆ ପାଣ୍ଡରାସିଂହା ଛକ ନିକଟରେ ରବୀନ୍ଦ୍ର ନାୟକଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସ କରିଛନ୍ତି ଏସଡିପିଓ । ବଡ଼ ଭାଇର ପ୍ରେମ ସମ୍ପର୍କରେ ସାନ ଭାଇ ବଳି ପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମନ୍ତ୍ରୀଙ୍କ ପତ୍ନୀ ଏବଂ ରବୀନ୍ଦ୍ରଙ୍କ ବଡ଼ ଭାଇଙ୍କ ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ଘଟିଛି । Read More >
ବଲାଙ୍ଗିର: ସରୁନି ଦାଦନ ଦୁଃଖ । ବାଲାଙ୍ଗିର ଜିଲ୍ଲା ଦାଦନ ଶ୍ରମିକଙ୍କ ନିର୍ଯାତନାର କାହାଣୀ କମିବାର ନାଁ ଧରୁନାହିଁ । ପେଟ ପାଇଁ ଘର ପରିବାର ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା । Read More >
medical-student-chandraka-death-case-dcp-says-chandrakas-death-is-for-bhimsen Read More >
ବିହାରରେ ଅପରାଧୀମାନେ ସାହସ ଦେଖାଇଛନ୍ତି। ଏହାର ସଦ୍ୟତମ ଉଦାହରଣ ପାଟନା ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଅପରାଧୀମାନେ ଏକ ସୂଚନା ଆଧାରରେ ଅପରାଧୀଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଦୁଇଜଣ କର୍ମଚାରୀ ହୋଇଥିଲେ। Read More >
cbi-arrests-mcl-security-inspector-for-taking-bribe-in-odisha Read More >
stone-hurled-bdos-vehicle-in-odishas-nayagarh-officer-alleges-prior-threats Read More >
ଭୁବନେଶ୍ୱର: ଦୀର୍ଘ ଦିନ ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ମୋଟର ଭେହିକିଲ୍ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳୁ ଆଶୁତୋଷଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ଭଉଣୀ ସୂଚନା ଦେଇଛନ୍ତି । Read More >
କେନ୍ଦ୍ରାପଡ଼ା: ସ୍ପଷ୍ଟ ଦିବାଲୋକରେ ଲୁଟ । ବନ୍ଧୁକ ମୁନରେ ମହିଳାଙ୍କଠାରୁ ଲୁଟି ନେଲେ ସୁନା ଚେନ୍ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାହାକଣ୍ଡିଆ ପୋଲଠାରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ପ୍ରାୟ ଅଢେଇ ଭରିର ସୁନା ଚେନ୍ ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ l Read More >
ବରଗଡ଼: ରଖେ ହରି ତ ମାରେ କିଏ । ଏହି ଉକ୍ତିଟି ତୁଳସୀରାମ ବରିହାଙ୍କ ପାଇଁ ସତ ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ପୁରେନା ଗ୍ରାମର ତୁଳସୀରାମଙ୍କୁ କିଛି ବ୍ୟକ୍ତି ମାରି କୂଅ ଭିତରେ ଫିଙ୍ଗି ଦେଇଥିଲେ । କିନ୍ତୁ ୪ ଦିନ ପରେ ତାଙ୍କୁ କୂଅ ଭିତରୁ ଜୀବନ ଉଦ୍ଧାର କରାଯାଇଛି । Read More >
investigation-begins-after-2-files-stolen-from-cmo-capital-police-reaches-lok-seva-bhavan Read More >
Post-Mortem Shocker: 21 Injury Marks Found on Soumya's Body Read More >
ବିବାହ ପରେ ବଦଳିଯାଏ ଜୀବନ! ନବବଧୂମାନେ ଗୁଗଲ୍କୁ ପଚାରୁଛନ୍ତି ଏହିସବୁ ପ୍ରଶ୍ନ, ତାଲିକା ଦେଖି ଆପଣ ବି ହେବେ ଚକିତ
କର୍ଣ୍ଣାଟକର ମୈସୂରରେ ପବ୍ ରେ ଭୟାବହ ଅଗ୍ନିକାଣ୍ଡ, ୨ କର୍ମଚାରୀ ଜୀବନ୍ତ ଦଗ୍ଧ; ୭ ଗମ୍ଭୀର ଆହତ
ସାଙ୍ଗ ସହିତ ମିଶି ପ୍ରେମିକାଙ୍କୁ ଗଣ ଦୁଷ୍କର୍ମ କଲା ପ୍ରେମିକ, ୪ ଅଭିଯୁକ୍ତ ଗିରଫ
ଦୋଳି ଖେଳ ବେଳେ ମାଡ଼ି ଆସିଲା ବୋଲେରୋ ଗାଡ଼ି, ୩ ଜଣ ଛୋଟ ପିଲା ଆହତ