କେନ୍ଦୁଝର: ଆଜି ପୁଣି ଥରେ କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରରେ ଯାଞ୍ଚ କରାଯାଇଛି । ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇନଥିବା ଜଣାପଡ଼ିଛି । Read More >
ଭୁବନେଶ୍ୱର: ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଏକ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାଶ୍ କରିଛି । ଚନ୍ଦ୍ରଶେଖର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ମୋଟ ୧୨ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି । Read More >
ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ ଜଣେ ଯୁବକ ନିଜ ଘରେ ଆଜି ରାତିରେ ରକ୍ତର ହୋଲି ଖେଳିଛି। ଜମି ବିବାଦକୁ ନେଇ ବାପା, ମା’, ଜେଜେମା ଓ ଭଉଣୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଯୁବକ ଜଣକ ଯେତେବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଥିଲା, ସେତେବେଳେ ସମସ୍ତ ଶୋଇଥିଲେ। Read More >
ନବରଙ୍ଗପୁର: ଡକାୟତ ଉଦ୍ୟମ ବେଳେ ମାଡି ବସିଲା ପୋଲିସ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୋଲିସ ଡକାୟତି ଉଦ୍ୟମ ବେଳେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଆଜି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନାରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Read More >
police-constable-brutally-assaulted-in-broad-daylight-in-odisha-two-arrested Read More >
କୋରାପୁଟ: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଧୀନସ୍ଥ ଝୋଲାପୁଟ ଜଙ୍ଗଲରୁ ଟାପୁ ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ତେଲ ମିଳିବା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ମାଷ୍ଟରମାଇଣ୍ଡ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । Read More >
କଟକ: ବହୁ ଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ତଥା ଚଳିଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ରାୟ ଆସିଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ କଟକ ତୃତୀୟ ଏଡିଜେ କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Read More >
bihari-prisoner-madhukantars-address-changed-from-chaudwara-jail-to-jharpada Read More >
କୋରାପୁଟ: ପ୍ରେମରେ ବାଧା ସୃଷ୍ଟି କରୁଥିଲେ ବୋଲି ଶେଷରେ ନିଜ ଜନ୍ମ କଲା ମାଆ ଏବଂ ରକ୍ତର ଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା ନାବାଳିକା ଝିଅ । ମାଆ ଓ ଭାଇକୁ ହତ୍ୟା କରିବାକୁ ପ୍ରେମିକ ସହିତ ମିଶି ଷଡ଼ଯନ୍ତ୍ର ରଚିଥିଲା । କୋରାପୁଟ ବୋରିଗୁମା ପୋଲିସ ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାସ୍ କରିଛି । ନାବାଳିକା ଏବଂ ତାର ପ୍ରେମିକ ସହିତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । Read More >
Bihar Horror: Bride Shot Dead on Wedding Stage in Buxar During Varmala Ceremony Read More >
Kuber Mines Officer Debavrat Mohanty Arrested; Rs 4 Crore Cash Found From Home Read More >
ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ପିପ୍ରାଇଚ ଥାନା ଅନ୍ତର୍ଗତ ଇମଲିଆରେ ଜଣେ ସାବତ ମା' ନିଷ୍ପାପ ଝିଅକୁ କୁରାଢ଼ିରେ ମୁଣ୍ଡ କାଟି ହତ୍ୟା କରିଛି। ଶିଶୁକନ୍ୟାର ମୁଣ୍ଡ ତାଙ୍କ ଶରୀରରୁ ଅଲଗା Read More >
ସାମୁଦ୍ରିକ ସୁରକ୍ଷାରେ ସାମିଲ ହେବେ Mk-III ଏବଂ VL-Shtil, ୫୦୮୩ କୋଟି ଟଙ୍କାର ଚୁକ୍ତି କଲା ପ୍ରତିରକ୍ଷା ବିଭାଗ
ମନମୋହନ ଏବଂ ସୁଜିତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟସଭା ନିର୍ବାଚନ ଚିତ୍ର ସ୍ପଷ୍ଟ, ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଚଢ଼ଉ ସମୟରେ ଇଟା ମାଫିଆଙ୍କ ହାଇଡ୍ରାମା, ଆତ୍ମହତ୍ୟା ପାଇଁ ଦେଲେ ଧମକ