ନିୟମ ଭାଙ୍ଗୁଥିବା ଡ୍ୟାନ୍ସ ବାରଙ୍କୁ ସାବାଡ୍ କରିବା ଲାଗି ଅବକାରୀ ବିଭାଗ ଏବେ ଆକ୍ସନ ମୋଡରେ | ନିର୍ଦ୍ଧାରିତ ସମୟରେ ବନ୍ଦ ନକରି ରାତି ତମାମ ଗ୍ରାହକଙ୍କୁ ମତୁଆଲା କରୁଥିବା ବାର୍ ଉପରେ ରେଡ୍ ପକାଇଛି ୩ଟି ସ୍ପେଶାଲ୍ ଟିମ୍। Read More >
ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ଭୁବନେଶ୍ୱରରେ ଆଜି CRUTର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । Read More >
ଭୁବନେଶ୍ୱର ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ସଜାଗ ହେଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର । ଏଣିକି ଅପରାଧୀଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନୂଆ ନୀତି ଆପଣାଇଛି । Read More >
ଭୁବନେଶ୍ୱର ବମିଖାଲ ରେଳ ଧାରଣାରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ | ମୃତଦେହକୁ ଉଦ୍ଧାର କରିଛି ପୋଲିସ । Read More >
ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପଶିିଛି ଦନ୍ତା । ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ବୁଲୁଛି । ହାତୀକୁ ଦେଖି ଲୋକେ ଭୟରେ ଆତଙ୍କିତ । ଲୋକମାନେ ହାତରେ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ଜାଗା ଛାଡ଼ି ଯାଇନଥିଲା | Read More >
ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍ ନିକଟରେ ଥିବା ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। Read More >
ଗତକାଲି ବିଳମ୍ବିତ ରାତିରେ ମୈତ୍ରି ବିହାର ଥାନା ନିକଟ ରାସ୍ତାରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଘଣ୍ଟାଏ ଧରି ଭୁବନେଶ୍ୱର ସାଲିଆ ସାହିରେ ଆତଙ୍କ ସୃଷ୍ଟି କରିଥିଲା ଦନ୍ତାହାତୀ Read More >
ଭୁବନେଶ୍ୱରରେ ରହୁଥିବା ଓଡିଆ ଝିଅ କସ୍ତୁରୀ ପଣ୍ଡା ଏଥର ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି ଓଡିଆ ଝିଅ କସ୍ତୁରୀ ପଣ୍ଡା । Read More >
Read More >
ଓଡିଶାକୁ ବିଜେଡି ମୁକ୍ତ କରିବା ଲକ୍ଷରେ ବିଜେପି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର l Read More >
ଆଜି ସାବିତ୍ରୀ ଓଷା । ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳିଥାନ୍ତି ସଧବା ନାରୀ । ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। Read More >
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୬.୪୦% ରହିଛି। Read More >
ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା
ଡକାୟତି ଯୋଜନାକୁ ପଣ୍ଡ : ତିନ ଗିରଫ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ
ପରୀକ୍ଷା ଘୁଞ୍ଚାଇବା ପାଇଁ ଧାରଣାରେ ଛାତ୍ରୀ