ପତ୍ନୀଙ୍କ ଅକଥନୀୟ ନିର୍ଯାତନା ଏବଂ ମାରିଦେବା ଧମକରେ ଅତିଷ୍ଠ ହୋଇ ଜଣେ ଓକିଲ ସ୍ୱାମୀ ଘର ଛାଡ଼ି ନିଖୋଜ ହୋଇଯାଇଛନ୍ତି। Read More >
ଗୋଟିଏ ବିଲେଇ ମନ୍ଦିରରେ ତିନି ଧରି ଶନି ଦେବଙ୍କ ପରିକ୍ରମା କରୁଛି । ଏମିତିକି କେହି ଭକ୍ତ ମଧ୍ୟ ଆସିଲେ ସେ ଡରୁ ନାହିଁ କିମ୍ବା ପଳାଇ ଯାଉ ନାହିଁ । ବରଂ ସେ ନିଜର ପରିକ୍ରମା ଜାରି ରଖୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । Read More >
ସାଧାରଣତଃ କହିବାକୁ ଗଲେ ଯଦି କେହି ଅପରାଧ କରେ , ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ । Read More >
ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ଅଛି | ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ | Read More >
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଏମିତି କି ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। Read More >
ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର ନାଁ ହେଉଛି ଲିଙ୍କନ ପାର୍କ ହାଇସ୍କୁଲ । Read More >
ପାକିସ୍ତାନକୁ ଭରସା କରି ପାରୁନି ଇରାନ ! ଇସଲାମାବାଦରେ ହେବାକୁ ଥିବା ବାର୍ତ୍ତାରୁ ଓହରିଯିବ କି ତେହରାନ ?
ନୂଆ ରାଜନୈତିକ ଦଳ ଗଢ଼ିବେ କି ରାଘବ ଚଢା ?
ମହିଳା ସୁରକ୍ଷାରେ ବଡ଼ ପଦକ୍ଷେପ; SHG ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଆରମ୍ଭ, ୫,୦୦୦ ମହିଳାଙ୍କୁ ଦିଆଗଲା ଟ୍ରେନିଂ
ଗ୍ୟାସ୍ କଳାବଜାରୀରେ ବଡ଼ ଚଢ଼ାଉ; ମୋହନାରୁ ୫୧ ବେଆଇନ୍ ସିଲିଣ୍ଡର୍ ଜବତ