କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍ବୋଧନ ଦେଇ ଗଡ଼କରୀ କହିଛନ୍ତି,ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । Read More >
ବୁର୍ଲା ପୁଲିସକୁ ମିଳିଲା ସଫଳତା । ଚୋରି ଘଟଣାରେ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଗତ ୫ ତାରିଖରେ ବୁର୍ଲା ପିଡବ୍ଲୁଡି କଲୋନି ଶକ୍ତିନଗର ଅଂଚଳର ଗୋପାଳ କୃଷ୍ଣ ପଣ୍ଡାଙ୍କ ଘରେ ପଶି କିଛିଦୁର୍ବୁତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଚୋରି କରିଥିଲେ Read More >
ଆସନ୍ତା କାଲି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ନିର୍ମାଣ ଅନୁକୂଳ ହେବ । Read More >
ନିର୍ବାଚନ ପାଇଁ ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଗୁରୁବାର ଦେଓଗଡ଼ ରଣକ ପ୍ଲାଜା ଠାରେ ଏବିଭିପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଶାଖାର ମୁଖ୍ୟ ଶ୍ରେତାଂଶୁ ଶେଖର ବରାଇ ଯୋଗଦାନ କରି ମତବ୍ୟକ୍ତ ରଖିଥିଲେ । Read More >
ଗୁରୁବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଶିବକାଶୀ ନିକଟରେ ଥିବା ବାଣ ବଷ୍ଫୋରଣ ଅଂଚଳରେ ଭୟଙ୍କର ବିଷ୍ଫୋରଣ ଘଟିଛି । ଏହି ବିଷ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । Read More >
ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । Read More >
ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଯମୁନଢ଼ିପା ସେତୁ ତଳୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । Read More >
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି । Read More >
ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା । Read More >
ଜଣେ ମହିଳା ଜନ୍ମରୁ ଅନୁସୂଚିତ ଜନଜାତି (ଏସଟି)ର ବର୍ଗଭୁକ୍ତ ଥିଲା ବେଳେ ସେ ଜଣେ ଅଣ ଏସଟି ବର୍ଗର ବ୍ୟକ୍ତିଙ୍କୁ ବିବାହ କରିବା ପରେ ମଧ୍ୟ ତାଙ୍କର ମୂଳ ଜାତି ଅପରିବର୍ତ୍ତିତ ରହିବ । Read More >
ଗୁରୁବାର ପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଟ୍ରକ ଦ୍ୱୟର ଧକ୍କା ଫଳରେ ଜଣେ ଟ୍ରକ ଚାଳକ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି Read More >
ଦଶରଥପୁରରେ ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀ। ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରୀ ବଜାର ସନ୍ନିକଟ କଣ୍ଠମଣ୍ଡପ ପରିସରରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। Read More >
ଓଡ଼ିଶା ପାଇଁ ନୀତିନ ଗଡ଼କରୀଙ୍କ ଘୋଷଣା
ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ
ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ
ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ ଅନୁକୂଳ