ଚାଷୀ ହକ୍‌ ପାଇଁ ରାଜଧାନୀରେ କଂଗ୍ରେସର ଧାରଣା ଆଜି
Khabar Odisha:Congress-to-protest-on-farmer-issue-today
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା):

ଚାଷୀଙ୍କ ହକକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ମୋଦି ସରକାରଙ୍କ ବିରୋଧରେ ସ୍ୱର ଉତୋଳନ କରିବା ସହିତ କୃଷି ଋଣ ଛାଡ ଓ ଧାନର ଏମଏସପି ବୃଦ୍ଧି ଇତ୍ୟାଦି ଦାବିକୁ ନେଇ ଆଜି ଦଳ ପକ୍ଷରୁ ଧାରଣା ଦେବାର ନିଷ୍ପତି ନିଆଯାଇଛି । 

ମୋଦି ସରକାର ଉତ୍ପାଦନ ଖର୍ଚ୍ଚକୁ କମ ଦେଖାଇ ଏମ୍‌ଏସ୍‌ପି ନିର୍ଣ୍ଣୟ କରି ଚାଷୀଙ୍କ ପ୍ରତି ବିଶ୍ୱାସ ଘାତକତା କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । କୃଷି ଋଣ ଛାଡ, ଏମ୍‌ଏସ୍‌ପି ବୃଦ୍ଧି, ପେନସନ, ବୋନସ ଓ କୃଷି ବୀମା ପ୍ରଦାନ ଦାବିରେ ଆଜି ରାଜଧାନୀରେ କଂଗ୍ରେସ ଧାରଣା ଦେବାର ଆୟୋଜନ କରିଛି ।

  • Tags:

Subscribe

National International State Sports Entertainment