ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଂଚାୟତ ଶିଖରଘାଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖରେ ଥିବା ଏକ ଆମ୍ବ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକ ଓ ଯୁବତୀଙ୍କ ମୃତଦେହ ଦଖିବାକୁ ମିଳିଛି । ମୃତକ ଦୁଇ ଜଣ ସେହି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନି ମୁଖି ବୋଲି ଜଣାପଡିଛି ।
Read More >