ପ୍ରଥମ ଏସି କ୍ୟାବିନ୍ ହେଲା ହନିମୁନ୍ ସୁଇଟ୍; ସୁରକ୍ଷା ନିୟମ ଭଙ୍ଗରେ ଟିଟିଇ ସସପେଣ୍ଡ, ରେଳବାଇର କଡ଼ା ଆକ୍ସନ୍
ମହାସାଗରର ତାପମାତ୍ରାକୁ ନେଇ ବଢ଼ିଲା ଚିନ୍ତା; ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଆଗକୁ ଆସିପାରେ ଭୟଙ୍କର ବିପର୍ଯ୍ୟୟ
୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ସରକାର, ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ ସ୍ୱରରେ ଆସିବ ନୂଆ ସଂସ୍କରଣ
ଟ୍ରାଫିକ ଜାମ୍ ପାଲଟିଛି ରାଜଧାନୀର ସବୁଠୁ ବଡ଼ ସମସ୍ୟା; ୫ ମିନିଟ୍ର ରାସ୍ତା ପାଇଁ ୩୦ ମିନିଟ୍, ହଂସପାଳ-ବାଣୀବିହାରରେ ଭିଡ଼ରେ ହନ୍ତସନ୍ତ ଲୋକେ
୫୧ ବର୍ଷ ପରେ ବି ତାଜା ଏମରଜେନ୍ସିର କଳା ଅଧ୍ୟାୟ; ଛଡ଼ାଇ ନିଆଯାଇଥିଲା ମୌଳିକ ଅଧିକାର, ଜାଣନ୍ତୁ ‘ସମ୍ବିଧାନ ହତ୍ୟା ଦିବସ’ର କାହାଣୀ
ଛୁଟିରେ ଘର ଛାଡ଼ି ଯାଉଛନ୍ତି କି? ବନ୍ଦ ଘରକୁ ଆଉ ଟାର୍ଗେଟ କରିପାରିବେନି ଚୋର, ଘରର ସୁରକ୍ଷା ନେବ ପୋଲିସ
"ପଶ୍ଚିମବଙ୍ଗ ଦିବସ ବନାମ ପୋଇଲା ବୈଶାଖ: ଗୋଟିଏ ରାଜ୍ୟ, ଦୁଇଟି ଦିବସ, କାହିଁକି ହେଲା ରାଜନୈତିକ ଲଢ଼େଇ?"
ବର୍ଷା ପାଇଁ ଦୁଇ ପୁରୁଷଙ୍କ ବିବାହ; ଡିଜେ, ବାଣ ଓ ବରଯାତ୍ରୀ ସାଙ୍ଗକୁ ରୋଶଣୀରେ କମ୍ପିଲା ଗାଁ
ଧୁମଧାମରେ ସରିଲା ଦେବ ବିବାହ; ବାବା ଲିଙ୍ଗରାଜ-ମାତା ପାର୍ବତୀଙ୍କ ଯୁଗଳବନ୍ଦୀ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼, ରାତିରେ ନଗର ପରିକ୍ରମା
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ମୟୂରଭଞ୍ଜରେ କରିବେ ପ୍ରକଳ୍ପର ବର୍ଷା, ଫୋକସରେ ଜନଜାତି ଅଞ୍ଚଳ
ସମୁଦ୍ର ଭସାଇ ନେଉଥିଲା ବୃଦ୍ଧଙ୍କୁ, ଜୀବନ ବାଜି ଲଗାଇ ବଞ୍ଚାଇଲେ ଲୋକେ; କୂଳକୁ ଆସିବା ପରେ ମାରିଲେ ଚାପୁଡ଼ା
ବିବାହ ପରେ ବଦଳିଯାଏ ଜୀବନ! ନବବଧୂମାନେ ଗୁଗଲ୍କୁ ପଚାରୁଛନ୍ତି ଏହିସବୁ ପ୍ରଶ୍ନ, ତାଲିକା ଦେଖି ଆପଣ ବି ହେବେ ଚକିତ
ଆଜି ସଜବାଜ, ରାତି ପାହିଲେ ରଜ; ଉତ୍ସବମୁଖର ପୁରପଲ୍ଲୀ, ଆରିସା-କାକରାର ମହକରେ ମହକୁଛି ଓଡ଼ିଶା
ମୃତ୍ୟୁ ପରେ କେତେ ଦିନରେ ଏବଂ କିପରି ମିଳେ ନୂଆ ଶରୀର? ଗରୁଡ଼ ପୁରାଣରେ ଲୁଚିଛି ରହସ୍ୟ
ହାତ ଯୋଡ଼ିଲା, ଆଶୀର୍ବାଦ ନେଲା, ଶେଷରେ ହୁଣ୍ଡି ଭାଙ୍ଗିଲା; ରାଉରକେଲା ମନ୍ଦିରରେ ଚୋରର ଅଜବ କାଣ୍ଡ CCTVରେ କଏଦ
ବେଦୀରେ କନ୍ୟା, ଅଧା ବାହାଘରରେ ବଦଳିଗଲା ବରର ମନ; ସାତଫେରା ପୂର୍ବରୁ ଭାଙ୍ଗିଗଲା ସମ୍ପର୍କ, ଥାନାରେ ହାଇଡ୍ରାମା
କାଲି ଯାଏଁ ଅଇଁଠା ବାସନ ମାଜୁଥିଲେ, ଆଜି ମନ୍ତ୍ରୀ; ଘରୋଇ ସହାୟିକାରୁ ଇତିହାସ ରଚିଲେ କଳିତା ମାଝି
ବେସମେଣ୍ଟ୍ (ଭୂତଳ ମହଲା) ନିଆଁ ସବୁଠାରୁ ମାରାତ୍ମକ କାହିଁକି? ୫ଟି ବଡ଼ କାରଣ; ମାଲଭୀୟ ନଗର ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଉଠାଇଲା ବଡ଼ ପ୍ରଶ୍ନ
୧୧୦୦ ଟଙ୍କାରେ ଘରେ ପହଞ୍ଚିବ ମହାପ୍ରଭୁଙ୍କ ମହାପ୍ରସାଦ; ଅନଲାଇନ୍ ବିକ୍ରିକୁ ନେଇ ବଢ଼ିଲା ବିବାଦ
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୩ ବର୍ଷ; କିଛି ସେକେଣ୍ଡରେ ଉଜୁଡ଼ିଗଲା ଶହଶହ ଜୀବନ,ଲିଭିନି ସେହି କଳା ସନ୍ଧ୍ୟାର ଦୁଃସ୍ୱପ୍ନ
ସ୍ୱାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ...
ପଶ୍ଚିମ ଓଡ଼ିଶାରେ ଧାନ କ୍ରୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଚାଷୀ ପାଇବେ ଟୋକନ, ସ୍ପଷ୍ଟ କଲେ ଯୋଗାଣ ମନ୍ତ୍ରୀ
ପଚା ମାଂସ ଏବଂ ଏକ୍ସପାୟାର୍ଡ ସାମଗ୍ରୀ… ବେଙ୍ଗାଲୁରୁର ଲକ୍ସରୀ ହୋଟେଲଗୁଡ଼ିକରେ ଚଢ଼ଉ ପରେ ଖୋଲିଲା ପୋଲ୍
'ବନ୍ଦ ହୋଇନାହିଁ ବଡ଼ଗାମ୍-ଦିଲ୍ଲୀ କାର୍ଗୋ ପାର୍ସଲ୍ ଟ୍ରେନ୍…' ପବନ ଖେଡ଼ାଙ୍କ ଅଭିଯୋଗ ଉପରେ ରେଳବାଇର ଜବାବ