ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ।ସେଥିପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ହେବ । Read More >
ଭିଭିପାଟକୁ ଯାଞ୍ଚ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ (VVPAT) ଜରିଆରେ ବାହାରିଥିବା ପେପର ସ୍ଲିପ୍ ୧୦୦ ପ୍ରତିଶତ ଯାଞ୍ଚ କରିବା ସଂକ୍ରାନ୍ତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ସବୁ ଭିଭିପିଏଟି ସ୍ଲିପ୍ ଗଣତି କରାଯିବନି ବୋଲି ରାୟ ଦେଇଛନ୍ତି। Read More >
ଗୁରୁବାର ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରି ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଶାହ ଭାଷଣ ଆରମ୍ଭ କରିଥିଲେ। Read More >
ଦେଶରେ ପର୍ଯ୍ୟାୟକ୍ରମେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି । ତେବେ ନିର୍ବାଚନ ସମୟରେ ଚାରିଆଡେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟାପକ ମାତ୍ରାରେ ନଗଦ ଅର୍ଥ କାରବାର ହୋଇଥାଏ । Read More >
ସୋମବାର ରାଜ୍ୟ ବିଜେପି ପକ୍ଷରୁ ଓ଼ଡିଆ ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ 'ମୋଦି ଗ୍ୟାରେଣ୍ଟି' ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। Read More >
କଡା ସୁରକ୍ଷା ମଧ୍ୟରେ ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ହିଂସା ଯୋଗୁଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । Read More >
ପ୍ରଥମ ପର୍ଯ୍ୟାୟରେ ମଣିପୁରରେ ଗୋଟିଏ ସଂସଦୀୟ ଆସନରେ ମତଦାନ ହୋଇଥିବା ବେଳେ ବିଷ୍ଣୁପୁର ସମେତ ଅନ୍ୟ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । Read More >
ଆଜି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବଡ଼ଚଣା ଆସନରେ ସରପ୍ରାଇଜ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । Read More >
ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। Read More >
ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ଆସନ ଅନୁସାରେ ଏହା ସବୁଠାରୁ ବଡ ପର୍ଯ୍ୟାୟ । Read More >
ଦେଶରେ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛନ୍ତି ସାଧାରଣ ଜନତା । ବାଛିବେ ନିଜ ନେତା। ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ। Read More >
ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ଗଣପର୍ବ ନିର୍ଵାଚନ । ନିଜ ଶାସକଙ୍କୁ ବାଛିବେ ଭୋଟର । ସାଧାରଣ ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୯ରେ ଦେଶର ୧୦୨ ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ୨୧ ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୯୨ ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। Read More >
ବଜ୍ରପାତରେ ଦୁଇ ଆହତ
ବାଇକ କୁ ପିଟିଲା ଟ୍ରକ : ୩ ମୃତ
ଆଗାମୀ ୪ ଦିନ ଯାଏଁ ତାତିରୁ ନାହିଁ ତ୍ରାହି
ଆସନ୍ତା ଦୁଇ ଦିନ ପାଇଁ ହିଟୱେଭ୍ ନେଇ ରେଡ୍ ଆଲର୍ଟ ଜାରି