ବିହାର ନିର୍ବାଚନ ଫଳାଫଳ ମଧ୍ୟରେ ଜନ ସୂରାଜ ପାର୍ଟିର ପ୍ରାର୍ଥୀଙ୍କ ହୃଦଘାତରେ ମୃତ୍ୟୁ
ବିଜେପି ପାଳିଲା ବିଜୟ ଉତ୍ସବ; ମୁଖ୍ୟମନ୍ତ୍ରୀ କହିଲେ, ଫଳାଫଳ ହେଲା ଐତିହାସିକ, ଇତିହାସ ସୃଷ୍ଟି କଲେ ନୂଆପଡ଼ାବାସୀ
ନୂଆପଡ଼ା ଉପନିର୍ବାଚନ; ବିଜେଡ଼ିକୁ ଲାଗିଲା ଶକ୍ତ ଧକ୍କା, ସମ୍ମାନ ରଖିଲା କଂଗ୍ରେସ
ବାପାଙ୍କ ଆସନ ବଞ୍ଚାଇଲେ ଜୟ ଢୋଲକିଆ; ବିରାଟ ବିଜୟ ପରେ କହିଲେ, "ନୂଆପଡ଼ାବାସୀଙ୍କ ବିଶ୍ଵାସ କେବେ ଭାଙ୍ଗିବାକୁ ଦେବିନି"
ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ; ସବୁ ରେକର୍ଡ ଭାଙ୍ଗି ବିଜୟ ପଥରେ ଅଗ୍ରସର
ନୂଆପଡାରେ ଉପନିର୍ବାଚନରେ କାମରେ ଆସିଲାଣି ମାମୁଘର ରାଜନୀତି; ଜୟ ଢୋଲକିଆଙ୍କ ଠାରୁ ବହୁ ପଛରେ ରହିଲେ ସ୍ନେହାଙ୍ଗିନୀ
ଲୋକପ୍ରିୟତା ପ୍ରମାଣ ଦେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ; ନୂଆପଡାରେ ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍
ବିହାର ନିର୍ବାଚନ ଟ୍ରେଣ୍ଡ: ତେଜସ୍ୱୀ ଯାଦବଙ୍କ ପାଇଁ ଏହା ଏକ ବଡ଼ ଲୁକ୍କାୟିତ ରାଜନୈତିକ ବାର୍ତ୍ତା!
ବିହାର ନିର୍ବାଚନ: ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍ଡିଏ ସରକାର, ବିଜେପି ସବୁଠାରୁ ବଡ଼ ଦଳ
ବିହାର ନିର୍ବାଚନ: ମତଗଣନା ଆରମ୍ଭ, ସନ୍ଧ୍ୟା ସୁଦ୍ଧା ଆସିବ ଫଳାଫଳ
ନୂଆପଡ଼ା ପାଇଁ ଭକ୍ତଙ୍କ ଭବିଷ୍ୟବାଣୀ: କହିଲେ, ଘାସିରାମ ମାଝୀଙ୍କୁ ମିଳିଛି ଜନ ସମର୍ଥନ, ୫ ହଜାରରୁ ଅଧିକ ଭୋଟରେ ଜିତିବ କଂଗ୍ରେସ
ନୂଆପଡ଼ା ଉପନିର୍ବାଚନ; କିଏ ଜିତିବ ଭୋଟରଙ୍କ ବିଶ୍ୱାସ, ବାଜିରେ ଲାଗିଛି ୩ ରାଜନୈତିକ ଦଳର ମୁଖିଆଙ୍କ ସମ୍ମାନ
ବିହାର ମତଦାନ ସଂପର୍କିତ ଅପଡେଟ୍: ୭୧.୬% ମହିଳା ଏବଂ ୬୮.୨% ପୁରୁଷ ମତଦାନ କରିଛନ୍ତି
ବିହାରରେ ସରିଲା ମତଦାନ; କିଏ ଗଢ଼ିବ ସରକାର, କଣ କହୁଛି ଏଗଜିଟ୍ ପୋଲର ଆକଳନ?
ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ମତଦାନ; ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ, ବଢ଼ିଲା ଭୋଟିଂ ପ୍ରତିଶତ
ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି; ଅପରାହ୍ନ ୩ଟା ସୁଦ୍ଧା ୬୦.୪୦ ପ୍ରତିଶତ ମତଦାନ
ଅପରାହ୍ନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ମତଦାନ; ୧୪ରେ ପ୍ରକାଶ ପାଇବ ଫଳ
ନୂଆପଡ଼ା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ, ଭୋଟ ଗୋପନୀୟତା ଉଲ୍ଲଂଘନ ପାଇଁ ନିଲମ୍ବିତ
ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ସକାଳ ୯ଟା ସୁଦ୍ଧା ୧୪.୫୫% ଭୋଟିଂ
ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ଭାରତୀୟ ବାୟୁସେନାର ବିମାନ
ଆମେରିକାକୁ ନାଲି ଆଖି ଦେଖାଇଲା ଶ୍ରୀଲଙ୍କା, ୨ ଲଢୁଆ ବିମାନକୁ ଲ୍ୟାଣ୍ଡିଂ ପାଇଁ ଦେଲାନି ଅନୁମତି
ଏୟାର ଇଣ୍ଡିଆର ସାଂଘାତିକ ତ୍ରୁଟି, ଭୁଲ ବିମାନରେ ଯାତ୍ରୀଙ୍କୁ ପଠାଇଲା କାନାଡ଼ା, ମିଳିଲାନି ଅନୁମତି
କେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ଅଛି? ନାମାଙ୍କନ ପତ୍ରରେ ଦିଅନ୍ତୁ ସୂଚନା… ବଙ୍ଗଳା ନିର୍ବାଚନରେ ଫେକ୍ ନ୍ୟୁଜ୍ ରୋକିବା ପାଇଁ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୁରନ୍ତ ବନ୍ଦ ହେବାର ନାହିଁ ସମ୍ଭାବନା, ୨୫୦୦ ସୈନିକ ଇରାନ ପଠାଇବ ଆମେରିକା