Home >
ରେତାଙ୍ଗ ବିଟ ଆରଆରବି ପରୀକ୍ଷାକେନ୍ଦ୍ରରେ ସର୍ଭର ଡ଼ାଉନ, ଉତ୍ତେଜନା ସୃଷ୍ଟି
Khabar Odisha:State-Odisha-RRB-JE-exam-students-facing-problems-in-BIIT-College-for-server-down
ଭୁବନେଶ୍ୱର,ମେ ୨୫(ଖବର ଓଡ଼ିଶା):

ରେଳୱେ ରିକ୍ୟୁଟମେଣ୍ଟ ବୋର୍ଡ଼ର  ଜୁନିଅର ଇଞ୍ଜିନିୟର ପରୀକ୍ଷା ରେତଙ୍ଗ ବିଟ ପରୀକ୍ଷା କେନ୍ଦ୍ରରେ ସର୍ଭର କାମ ନ ଦେବାରୁ ଉତ୍ତେଜନା ହୋଇଛି ।

ଆଜି ରେଳୱେ ରିକ୍ୟୁଟମେଣ୍ଟ ବୋର୍ଡ଼ର  ଜୁନିଅର ଇଞ୍ଜିନିୟର ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଚାଲିଛି ।  ରେତଙ୍ଗ ବିଟ ପରୀକ୍ଷା କେନ୍ଦ୍ରରେ ସର୍ଭର କାମ ଦେଉ ନଥିବାରୁ ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରୁନାହାଁନ୍ତି । ତେଣୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ ପରୀକ୍ଷାକେନ୍ଦ୍ରରେ ହୋହାଲ୍ଲା କରିଛନ୍ତି । ବିଟ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । 

  • Tags:

Subscribe

National International State Sports Entertainment