କୋଲକାତା: ପଞ୍ଜାବ ପୋଲିସର 'ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍' ପଶ୍ଚିମବଙ୍ଗର ଅଲିପୁରଦୁଆର ଜିଲ୍ଲା ଅନ୍ତର୍ଗତ ହାସିମାରାରୁ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା 'ଆଇଏସ୍ଆଇ'କୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଯବାନ ରାଜବୀର ସିଂହଙ୍କୁ ଗିରଫ କରାଯାଇଛି ।
Read More >