ଟ୍ରାକ୍ଟରରେ ଆସି ନାମାଙ୍କନ ଦାଖଲ କଲେ ଚାଷୀ ନେତା ଖବର ଓଡିଶା, 22/04/2024 Share story: ଟ୍ରାକ୍ଟରରେ ଆସି ନାମାଙ୍କନ ଦାଖଲ କଲେ ଚାଷୀ ନେତା ଦଣ୍ଡାସି ଖଣ୍ଡୁଆଳ । ମୋହନା ନିର୍ବାଚନ ମଣ୍ଡଳୀରୁ ଲଢୁଥିବାବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚି ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ସ୍ୱର ଉଠାଇବା ପାଇଁ ସ୍ୱାଧୀନ ପାର୍ଥି ରୂପେ ନାମାଙ୍କନ ଦାଖଲ କରିଛନ୍ତି। ଚାଷୀଙ୍କ ଜଳ ସମସ୍ୟା ଏବଂ ସୁରକ୍ଷା ଭତ୍ତାକୁ ନେଇ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଚଳିତ ନିର୍ବାଚନରେ ଲଢେଇ କରିବାକୁ ନିଷ୍ପତି ନେଇଥିବା ପ୍ରତିକ୍ରିୟା ରଖିଛନ୍ତି ଚାଷୀ ନେତା ଦଣ୍ଡାସି ଖଣ୍ଡୁଆଳ । ଅଧିକ ପଢନ୍ତୁ : ବରଗଡ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ Gajapati Odisha Sachin Kumar, Author, 22/04/2024