ଭୁବନେଶ୍ୱର: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ପୁନଃ ସମାନ ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜଳସମ୍ପଦ ବିଭାଗ ଓଏସ୍ଡି ଭାବରେ ଦାୟିତ୍ୱ ଦିଆଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ସରକାର ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ଜୁଲାଇ ୩, ୨୦୨୫ଠାରୁ ୬ ମାସ ପାଇଁ କାର୍ଯ୍ୟକାରୀ ହେବ।