ପୁରୀ ରଥନିର୍ମାଣର ୫୫ତମ ଦିବସରେ ତିନି ରଥରେ ଗୁରୁତ୍ୱପୂର୍ଣ୍ଣ ‘ବଡ଼ଧରା ପୋଟଳ’ ସଂଯୋଗ କାର୍ଯ୍ୟ ଶେଷ ହୋଇଛି। ଏହାପରେ ଆଉ ୧୩ ପରସ୍ତ ପୋଟଳ ଲଗାଯିବ। ରଥଖଳାରେ ମହାରଣା, ଭୋଇ, ରୂପକାର, ଓଝା ଏବଂ ଚିତ୍ରକାର ସେବକମାନଙ୍କ ଦ୍ୱାରା ରଥ ନିର୍ମାଣ, କଣ୍ଟା ପ୍ରସ୍ତୁତି ଓ ରଙ୍ଗ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି।
Read More >