ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ ଧରଣର ଦୁର୍ନୀତି । ୨ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ । ଦୁର୍ନୀତି ନିବାରଣ ବିଭାଗ ଟିମ୍ ୫ ଜଣଙ୍କୁ ଏକକାଳୀନ ଗିରଫ କରିଛି । ସେମାନଙ୍କ ମଧ୍ୟରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ କର୍ମଚାରୀ ଏବଂ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଛନ୍ତି ।
Read More >