ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ରାଜି ହୋଇଛନ୍ତି l ହେଲେ ଏହା ପୂର୍ବରୁ ଜାମ୍ମୁରେ ଉପୁଜିଥିବା ଭୟର ପରିସ୍ଥିତି କିପରି ଥିଲା ବଖାଣିଛନ୍ତି ପଢୁଥିବା ପୁରୀର ଝିଅ Read More >
ଛାତ୍ରଛାତ୍ରୀଙ୍କୁ ମିଳିବ ତାଲିମ । ଦେଶ ମାତୃକାର ସେବା ପାଇଁ ଆଜିକାଲିର ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । Read More >
: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀକୁ ହତ୍ୟା କଲା ପଡୋଶୀ । ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ମହୁଲଦା ଥାନାର ସାନଜଲ ଗ୍ରାମରେ ଘଟିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି କରିଛି । Read More >
ଆଜି ୧୧.୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୨୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୪୦. ୨ ଡିଗ୍ରୀ ଓ କଟକରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । Read More >
ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ସୃଷ୍ଟି ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଶ୍ରୀଅଙ୍ଗରେ ବିଲୀନ ହୋଇଥାନ୍ତି। Read More >
ମୟୁରଭଞ୍ଜ: ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ । Read More >
ସକାଳୁ ସକାଳୁ ଘଟିଲା ଗୋଟିଏ ଅଘଟଣ। ମର୍ନିଙ୍ଗ ୱା୍କ କରିବାକୁ ଆସିଥିବା ଲୋକେ ମଧ୍ୟ ଦେଖି ଆଶ୍ଟର୍ଯ୍ୟ ହୋଇଗଲେ । ଏଭଳି ଗୋଟିଏ ଅଘଟଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମନ୍ଦିର ମୁଣ୍ଢାକଟା ଛକ ନିକଟରେ Read More >
ତାତିରେ କରୁଛି ତାଣ୍ତବ । କଲବଲ ହୋଇଗଲାଣି ପୂରା ରାଜ୍ୟ। ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳି ମିଳିବନି ତ୍ରାହି ଏବଂ ଏଥର ମୌସୁମୀ ଭି ଶୀଘ୍ର ଆସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ Read More >
ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର ତଦନ୍ତ କରି ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍ Read More >
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। Read More >
ସମ୍ଭାବ୍ୟ ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପୋଲିସ ସେବା ଭବନରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତଟରକ୍ଷୀ ଏଡିଜି, ଆଇନ ଶୃଙ୍ଖଳା ଏଡିଜି ସାମିଲ ହୋଇଥିଲେ । Read More >
ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଜିଆଳଦା ଚେଞ୍ଚଡା ଗଳାପୋଲ ନିକଟରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ରାସ୍ତା କଡକୁ ଓଲଟି ପଡିଛି । ଫଳରେ ୧୭ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । Read More >
କାଶ୍ମୀର ସମସ୍ୟାର ବି ସମାଧାନ ବାହାରି ପାରିବ, ଅସ୍ତ୍ରବିରତି ପରେ ଟ୍ରମ୍ପଙ୍କ ଆଉ ଏକ ଦାବି
ଜାମ୍ମୁରେ କାଶ୍ମୀରରୁ ଫେରି ଯୁଦ୍ଧ ଅନୁଭୂତି ବଖାଣିଲେ ତେଜସ୍ୱିନୀ
ଦେଶ ସେବା ପାଇଁ ‘ସୁଯୋଗ ସୃଷ୍ଟି ସହ NCCକୁ ସଶକ୍ତ କରାଯିବ- ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀକୁ ହତ୍ୟା