ରାୟଗଡ଼ାରେ ଚର୍ଚ୍ଚିତ ହାଡପା ନିଖିଲ ହତକାଣ୍ଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ। ଏପଟେ ରାୟଗଡା ସହରରେ ଏକ ପ୍ରକାର ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ଆଜି ନିଖିଲର ଶବ ଧରି ସହରରେ ଶୋଭାଯାତ୍ରା କରିଥିବା ବେଳେ ସନ୍ଧ୍ୟାରେ ଉମେଶ ହିଆଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି।
Read More >