ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ପରିବହନ ବିଭାଗରେ କାର୍ଯ୍ୟରତ ଥିବା ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କ ଘରେ ପଶିବା ଏବଂ ହଙ୍ଗାମା ନେଇ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।
Read More >