ନିକଟରେ ବନବିଭାଗ ଦ୍ୱାରା ଏକ ଲକ୍ଷ୍ମୀପେଚା ଉଦ୍ଧାର କରାଯାଇଥିଲା । ତାହାକୁ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ପେଚାଟି ଆସିବା ପରେ ତାକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟ କୁ ନିଆଯାଇଥିଲା । ସେଠାରେ ପ୍ରାଣୀ ଚିକିତ୍ସକମାନେ ପେଚା ଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ କିଛି ଦିନ ପାଇଁ କ୍ଵାରେଣ୍ଟାଇନ ସେଣ୍ଟର ରେ ରଖା ଯାଇଛି । କିଛିଦିନ ସେଠାରେ ରହିବା ପରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ତାକୁ ଖୁଆଡ଼ ରେ ରଖାଯିବ ।
ଅଧିକ ପଢ଼ନ୍ତୁ: ବେଆଇନ ବାଣ ଗୋଦାମରେ ଚଢ଼ାଉ