ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ନୋଟିସ୍ ଜାରି କରିଛନ୍ତି । ଛାତ୍ର ହତ୍ୟା ଘଟଣାରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ୨ ସପ୍ତାହରେ ତାହାର ରିପୋର୍ଟ ପ୍ରଦାନ କରିବାକୁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । କିଟ୍ କୁଳପତି ଏବଂ ଭୁବନେଶ୍ୱର କମିଶନରେଟ୍ ପୋଲିସକୁ ନୋଟିସ୍ ଜାରି ହୋଇଛି ।
Read More >