ଜଗତପୁରରୁ ବଡ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୩୫ଟି ଚୋରା ବାଇକ୍ ଜବତ
Khabar Odisha:Bike-lootera-gang-found-in-Jagatpur-35-stolen-bikes-seized
କଟକ, ଅକ୍ଟୋବର ୨୪ (ଖବର ଓଡ଼ିଶା):

କଟକ ଜଗତପୁରରୁ ବଡ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଠାବ ହୋଇଛି । ସେହି ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୩୫ଟି ଚୋରା ବାଇକ୍ ଜବତ କରାଯାଇଛି । ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଟାର୍ଗେଟ୍ କରି ବାଇକ୍ ଚୋରି କରୁଥିଲେ । କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ସେମାନଙ୍କ ଉପରେ ଚଢାଉ କରିଥିଲା 

  • Tags:

Subscribe

National International State Sports Entertainment