ଉଦଳା: ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ସଡ଼କ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ହଦଗୁଠ ଛକ ନିକଟରେ ଦୁର୍ଘଟଣା ଘଟିଛି । ବସ୍କୁ ଧକ୍କା ଦେଇଛି ବୋଲେରୋ । ଫଳରେ ୬ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ହଦଗୁଠ ଛକ ନିକଟରେ ବସ୍କୁ ବୋଲେରୋ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଶରତ ଓ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି କରିଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।