ମୟୁରଭଞ୍ଜ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ କଟକଣା ଜାରି କରାଯାଇଛି । ରାଷ୍ଟ୍ରପତି ୬ ଦିନିଆ ଓଡ଼ିଶା ଗସ୍ତରେ ଶିମିଳିପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଫେବ୍ରୁଆରୀ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳର ବିଭିନ୍ନ ମାର୍ଗ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।
Read More >